ETV Bharat / bharat

ସଞ୍ଚୟ କରିବାର ସରଳ ଉପାୟ ...

ବୁଲିବାକୁ ଚାହୁଁଛନ୍ତି ହେଲେ ପାଖରେ ଟଙ୍କା ନାହିଁ । ଏପରି ସମସ୍ୟା ଅନେକ ଲୋକଙ୍କ ସହ ହୋଇଥାଏ । ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏବେ ଟଙ୍କା ସଞ୍ଚୟ କର ନିଜ ପସନ୍ଦର ସ୍ଥାନକୁ ବୁଲିବାକୁ ଯାଇପାରିବ। ତେବେ କେଉଁ ଉପାୟ ଆପଣେଇଲେ ଟଙ୍କା ସଞ୍ଚୟ ହୋଇପାରିବ ଆସନ୍ତୁ ଜାଣିବା ...

ଫାଇଲ ଫଟୋ
author img

By

Published : Jun 6, 2019, 8:01 AM IST

ବୁଲିବାକୁ ଚାହୁଁଛନ୍ତି ହେଲେ ପାଖରେ ଟଙ୍କା ନାହିଁ । ଏପରି ସମସ୍ୟା ଅନେକ ଲୋକଙ୍କ ସହ ହୋଇଥାଏ । ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏବେ ସଞ୍ଚୟ କରି ନିଜର ପସନ୍ଦର ସ୍ଥାନକୁ ବୁଲିବାକୁ ଯାଇପାରିବେ ।
କାରଣ ବ୍ୟସ୍ତ ବହୁଳ ଜୀବନ ଭିତରୁ କିଛି ସମୟ ଭ୍ରମଣରେ ଅତିବାହିତ କରିବାର ମଜ୍ଜା ହିଁ ନିଆରା । ଏହାସହ ନିଜର ପରିବାରର ଆର୍ଥିକ ସ୍ଥିତିକୁ ମଜ୍ଜବୁତ କରିବା ପାଇଁ ଟଙ୍କା ସଞ୍ଚୟ କରିବା ନିହାତି ଜରୁରୀ । ତେବେ କେଉଁ ଉପାୟ ଆପଣେଇଲେ ଟଙ୍କା ସଞ୍ଚୟ ହୋଇପାରିବ ଆସନ୍ତୁ ଜାଣିବା ...

  • ଟଙ୍କା ସଞ୍ଚୟ କରିବା ପାଇଁ ବେକାର ଖର୍ଚ୍ଚକୁ ବନ୍ଦ କରିବା ସହ ନିଜର କେତେ ଗୁଡିଏ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡିବ ।
  • ଟଙ୍କା ବଞ୍ଚାଇବା ପାଇଁ ସର୍ବ ପ୍ରଥମେ ଯୋଜନା ପ୍ରସ୍ତୁତ କରିବାକୁ ହେବ । ଯେପରିକି ଯେଉଁ ଜିନିଷ ପ୍ରତି ଆପଣ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା କରିବା ଜରୁରୀ କି ନାହିଁ ।
  • ଯଦି ଆପଣ ବାହାର ଖାଇବା ପ୍ରତ୍ୟେକ ଦିନ ପସନ୍ଦ କରୁଛନ୍ତି ତେବେ ଏହାକୁ ବନ୍ଦ କରି ଘରେ ଖାଇବା ପ୍ରସ୍ତୁତ କରନ୍ତୁ । ଏହା ଦ୍ବାରା ଆପଣଙ୍କ ବହୁତ ଟଙ୍କା ସଞ୍ଚୟ ହେବ ।
  • ଗୋଟିଏ ମାସରେ ଆପଣ ଯଦି 5 ଦିନ କୌଣସି କଫି ସପରେ କଫି ପିଉଛନ୍ତି ଏହାକୁ ବନ୍ଦ କରି ଘରେ କଫି ପିଇହେବ । ଯାହା ଦ୍ବାରା ବହୁତ ପଇସା ବଞ୍ଚେଇ ପାରିବେ ।
  • ବାହାରେ ଭଡା ଘର ନେଇ ଏକୁଟିଆ ରହୁଥିଲେ ଅନ୍ୟ ଜଣକୁ ସାଙ୍ଗରେ ରଖିବା ଦରକାର । ଯାହାଫଳରେ ଆପଣଙ୍କ ପଇସା କମ ହେବା ସହ ଉକ୍ତ ପଇସାକୁ ସଞ୍ଚୟ କରି ଆପଣ ବାହାରକୁ ବୁଲିବାକୁ ଯାଇ ପାରିବେ ।
  • ଯଦି ଘରେ ଆପଣ ଇଣ୍ଟରନେଟ ଓ କେବୁଲ ରଖିଛନ୍ତି । ସେଥିମଧ୍ୟରୁ ଗୋଟିଏର ବ୍ୟବହାର କରି ଆଉ ଗୋଟିଏକୁ ବନ୍ଦ କରି ପଇସା ରଖିପାରିବେ ।
  • ଟଙ୍କା ସଞ୍ଚୟ କରିବାର ସବୁଠୁ ଉତ୍ତମ ଉପାୟ ହେଉଛି ଫିକ୍ସି ଡିପୋଜିଟ କରିବା । ଏଥିରେ ସଞ୍ଚୟ ହେଉଥିବା ପଇସା ଦ୍ବାରା ବାହାରକୁ ବୁଲିବାକୁ ଯଇପାରିବେ ।
  • ଘରେ ଯଦି କୌଣସି ଜିନିଷର ଜରୁରୀ ଅଛି ତେବେ ନୂଆ ସାମଗ୍ରୀ ବଦଳରେ ପୁରୁଣା ସାମଗ୍ରୀ କିଣି ପାରିବେ । ଯାହା ଫଳରେ ପଇସା ସଞ୍ଚୟ କରିପାରିବେ ।
  • ମଦ ଓ ସିଗାରେଟ ପିଉଥିଲେ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ । ଏହି ବଦ ଅଭ୍ୟାସ ବନ୍ଦ କରିବା ଫଳରେ ବହୁ ପଇସା ବଞ୍ଚେଇ ପାରିବେ ।

Intro:Body:

DCC

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.