ETV Bharat / bharat

ବରଫ ଚାଦର ତଳେ ଯମୁନୋତ୍ରୀ ଧାମ - ଉତ୍ତରାଖଣ୍ଡରେ ତୁଷାରପାତ ଜାରି

ଯମୁନୋତ୍ରୀ ଧାମରେ ଯେଉଁଠି ନଜର ଯିବ ସେଇଠି ବରଫ । ଏହି ଧାମର 5 କିଲୋମିଟର ପାଦ ଚଲା ମାର୍ଗରେ 9 ରୁ 10 ଫୁଟ ଯାଏଁ ବରଫ ଜମା ରହିଛି ।

yamunotri dham
yamunotri dham
author img

By

Published : Mar 15, 2020, 8:16 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ମଧ୍ୟରେ ଯମୁନୋତ୍ରୀ ଧାମ ଅନ୍ୟତମ । ଏବେ ବରଫ ଚାଦରରେ ଘୋଡେଇ ହୋଇଛି ଯମୁନେତ୍ରୀ ଧାମ । ଯମୁନୋତ୍ରୀ ଧାମର ଯେଉଁଠି ଦେଖ ସେଇଠି ବରଫ । ଯମୁନୋତ୍ରୀ ଧାମର ପାଦଚଲା ମାର୍ଗ ବରଫରେ ଆବୃତ୍ତ ।

ବରଫ ଚାଦରରେ ତଳେ ଯମୁନୋତ୍ରୀ ଧାମ

ଯମୁନୋତ୍ରୀ ଧାମର 5କିଲୋମିଟର ପାଦ ଚଲା ମାର୍ଗରେ 9ରୁ10ଫିଟ ଯାଏଁ ବରଫ ଜମା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ବରଫ ହଟା ଯାଇ ରାସ୍ତା ସଫା କରିବାର ଚେଷ୍ଟା ଜାରି ରହିଛି ।

ସୂଚନାଥାଉକି, ଏପ୍ରିଲ ମାସର ଅନ୍ତିମ ମାସରେ ଚାରିଧାମର ଯାତ୍ରା ଆରମ୍ଭ ହୋଇଯିବ । ତେବେ ଏପରି ତୁଷାରପାତ ଜାରି ରହିଲେ ଚାରିଧାମ ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.