ETV Bharat / bharat

ବାହାଘର ସାରି ଫେରିବା ସମୟରେ ଦୁର୍ଘଟଣା: ଗୋଟିଏ ପରିବାରର 10 ମୃତ

author img

By

Published : Feb 3, 2020, 8:52 AM IST

Updated : Feb 3, 2020, 10:43 AM IST

ବାହାଘରରୁ ଫେରୁଥିବା ସମୟରେ ଦୁର୍ଘଟଣା । ଘଟଣାସ୍ଥଳରେ ଗୋଟିଏ ପରିବାରର 10 ମୃତ । 7 ଗୁରୁତର । ଡାକ୍ତରଖାନାରେ ଭର୍ତ୍ତି ।

10 Died in road accident in jalgaon
ବାହାଘରରୁ ଫେରିବା ସମୟରେ ଦୁର୍ଘଟଣା; 10 ମୃତ, 7 ଗୁରୁତର ଆହତ

ମୁମ୍ବାଇ: ବାହାଘରରୁ ଫେରୁଥିବା ସମୟରେ ଦୁର୍ଘଟଣା । ଘଟଣାସ୍ଥଳରେ ଗୋଟିଏ ପରିବାରର 10 ମୃତ । 7 ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି ।

ମହାରାଷ୍ଟ୍ର ଜଲଗାଓଁର ହିଙ୍ଗୋନା ଗାଁ ନିକଟରେ ସଡକ ଦୁର୍ଘଟଣା ଘଟିଛି । କାରକୁ ଏକ ଡ୍ରମ୍ପର ଧକ୍କା ଦେବା ଫଳରେ କାରରେ ଥିବା 10 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ଭୁଶୱାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ବାହାଘରରେ ସାମିଲ ହୋଇ ଫେରୁଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:जळगाव
लग्न समारंभ आटोपून घरी परतणाऱ्या वऱ्हाडाच्या क्रूजर गाडीला डंपरने धडक दिल्याने भीषण अपघात घडला. या अपघातात 10 जण ठार तर 7 जण जखमी झाले आहेत. हा भीषण अपघात जळगाव जिल्ह्यातील यावल तालुक्यातील हिंगोणा गावाजवळ रविवारी मध्यरात्री घडला. या अपघातातील जखमींवर यावल, भुसावळ तसेच जळगावात रुग्णालयात उपचारासाठी दाखल करण्यात आले आहे.Body:मुक्ताईनगर जिल्ह्यातील चिंचोली येथील चौधरी कुटुंबीयांवर काळाने घाला घातला आहे. रविवारी रात्री चोपडा येथून लग्नसमारंभ आटोपून चौधरी कुटुंबीय क्रुझर (क्रमांक एम. एच. 19 सी. व्ही. 1772) गाडीने मुक्ताईनगर कडे परतत होते. याच वेळी यावल-फैजपूर रस्त्यावरील हिंगोणा गावाजवळ भरधाव वेगाने येणाऱ्या डंपरने (क्रमांक एम. एच. 19, 7758) त्यांच्या क्रुझरला समोरून जोरात धडक दिली. या अपघातात क्रूजरमधील 10 जण ठार झाले तर 7 जण गंभीररीत्या जखमी झाले आहेत. जखमींना तातडीने यावल ग्रामीण रुग्णालयात हलवण्यात आले होते. Conclusion:काहींची प्रकृती चिंताजनक असल्याने त्यांना तातडीने भुसावळ तसेच जळगाव येथील खासगी रुग्णालयांमध्ये उपचारासाठी हलविण्यात आले.
Last Updated : Feb 3, 2020, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.