ETV Bharat / bharat

ଇତିହାସ ରଚିଲେ ଡାକ୍ତର, 42ଦିନ ଶିଶୁର ହେଲା ଯକୃତ ପ୍ରତ୍ୟାରୋପଣ - ଇତିହାସ ସୃଷ୍ଟି କଲେ ଚେନ୍ନାଇର ଡାକ୍ତର

42 ଦିନର ଶିଶୁର ଲିଭର ପ୍ରତ୍ୟାରୋପଣ କରି ଇତିହାସ ସୃଷ୍ଟି କଲେ ଚେନ୍ନାଇର ଡାକ୍ତର ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 13, 2019, 3:09 PM IST

ଚେନ୍ନାଇ: 42 ଦିନର ଶିଶୁର ଲିଭର ପ୍ରତ୍ୟାରୋପଣ କରି ଇତିହାସ ସୃଷ୍ଟି କଲେ ଚେନ୍ନାଇର ଡାକ୍ତର । ତେବେ ଏହି ଶିଶୁଟି କମ ବୟସରେ ଲିଭର ପ୍ରତ୍ୟାରୋପଣ ହୋଇଥିବା ଦେଶର ପ୍ରଥମ ରୋଗୀ ବୋଲି ଡାକ୍ତର କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇର ଏକ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ଆର୍ୟାନ ସୟାନି ତାଙ୍କ 42 ଦିନର ଶିଶୁ ୟୁରିଆ ସାଇକଲ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ । ତେବେ ତୁରନ୍ତ ଶିଶୁର ଲିଭର ପ୍ରତ୍ୟାରୋପଣ ନକଲେ ତାକୁ ମସ୍ତିଷ୍କ ସମସ୍ୟା ହୋଇପାରେ ବୋଲି ଡାକ୍ତର କହିଥିଲେ । ଏହାପରେ ଶିଶୁକୁ ଚେନ୍ନାଇର କ୍ରୋମପେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ 10 ଘଣ୍ଟା ଧରି ଚାଲିବା ପରେ ପ୍ରତ୍ୟାରୋପଣ ସଫଳ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଶିଶୁ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.