ETV Bharat / bharat

ହନୁମାନ ଜୟନ୍ତୀ ଉପଲକ୍ଷେ ଭକ୍ତଙ୍କ ଲକ୍ଷେ ଟଙ୍କା ସହ 8ଟି ମାଳ ପ୍ରଦାନ - ତାମିଲନାଡୁର ନମକଲ୍ଲ ହନୁମାନ ଜୟନ୍ତୀ

ତାମିଲନାଡୁର ନମକଲ୍ଲ ସ୍ଥିତ ହନୁମାନ ମନ୍ଦିରରେ ପୂଜା ପାଆନ୍ତି 18 ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି। ଏହି ମନ୍ଦିରରେ ପାଳିତ ହେଉଥିବା ହନୁମାନ ଜୟନ୍ତୀ ଅବସରରେ ଜଣେ ଭକ୍ତ ଏକ ଲକ୍ଷ ଟଙ୍କା ସହ 8ଟି ମାଳ ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ...

1 Lakh and 8 Vada Mala
ହନୁମାନ ଜୟନ୍ତୀ
author img

By

Published : Dec 25, 2019, 5:12 PM IST

ଚେନ୍ନାଇ: ତାମିଲନାଡୁର ନମକଲ୍ଲ ସ୍ଥିତ ହନୁମାନ ମନ୍ଦିରରେ ଆରମ୍ଭ ହୋଇଯାଇଛି ହନୁମାନ ଜୟନ୍ତୀ ମହୋତ୍ସବ । ମୂଲ୍ଲା ନଟଶାସ୍ତ୍ର ଦେଖାଯିବାପରେ ଏହି ଜୟନ୍ତୀ ପାଳନ କରାଯାଇଥାଏ । ସେଥିପାଇଁ ଏହି ଅବସରରେ ଆଜି ବିଶେଷ ପୂଜାର୍ଚ୍ଚନା କରାଯାଇଛି।

ଏହି ମନ୍ଦିରରେ ଭଗବାନ ସଙ୍କଟମୋଚନଙ୍କ ଏକ 18 ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଜଣେ ଭକ୍ତ 1 ଲକ୍ଷ ଟଙ୍କା ସହ 8ଟି ବଡ ମାଳ ପ୍ରଦାନ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ 13 ଲକ୍ଷରୁ ଉର୍ଦ୍ଧ୍ବ ହେବ। ଆଜି ସକାଳ 5ଟା ସମୟରେ ମନ୍ଦିରର ଦ୍ବାର ଖୋଲାଯାଇ ସମସ୍ତ ପୂଜା ବିଦ୍ଧି ପରେ ଶଦ୍ଧାଳୁଙ୍କୁ ଦର୍ଶନ ପାଇଁ ଖୋଲା ଯାଇଥିଲା । ପ୍ରଭୁ ଶ୍ରୀ ହନୁମାନଙ୍କର ଏହି 18 ଫୁଟର ମୂର୍ତ୍ତିକୁ ସଜାଇବା ପାଇଁ ପ୍ରାୟ 4 ଦିନର ସମୟ ଲାଗିଛି ।

ତାମିଲନାଡୁର ନମକଲ୍ଲରେ ହନୁମାନ ଜୟନ୍ତୀ ପାଳନ

ମନ୍ଦିରରେ ପଲ ଅଭିଷେକମ ଜାରି ରହିଛି । ଅନ୍ୟପଟେ 2 ଟନ ଫୁଲ ସହିତ 10 ହଜାର ଲିଟର ଦୁଗ୍ଧରେ ଗାଧେଇଛନ୍ତି ପ୍ରଭୁ ହନୁମାନ। ଏଠାକାର ହନୁମାନ ଜୟନ୍ତୀ ବେଶ ଧୂମଧାମରେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ପାଳନ କରାଯାଏ । ଯାହାକୁ ଦେଖିବାପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 800 ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Intro:Body:

1 Lakh and 8 Vada Mala aaradhana for Hanuman Jayanthi

Namakkal: Lord Hanuman offered with 1 Lakh and 8 Vada Mala aaradhana for hanuman jayanthiHanuman Jayanthi is celebrated every year in December when Mula Natshastra(In Tamil Moola Natchathiram) appears. Today in Namakkal district special pooja was performed for the Hanuman Jayanthi. Namakkal Anchineyar temple in which the Hanuman is 18 feet high was decorated from the past four days. 

They offered Lord Hanuman 1 Lakh and 8 Vada Mala Aaradhana which worth nearly 13 lakhs. Today the temple opened at 5 AM and allowed the devotees for darshan. People from all around TamilNadu and Some of them from other states also visited here for darshan.

The offering continued with "Paal Abishekam" where they poured 10 thousand liter milk into the Hanuman idol along with 2 tonnes of flowers to the god. 

To ensure the safeness of people more than 800 police officers placed near the temple

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.