ETV Bharat / bharat

ମହିଳାଙ୍କୁ ହତ୍ୟା କରି ମୃତଦେହ ସହ କରୁଥିଲେ ଦୁଷ୍କର୍ମ: 2 ସାଇକୋ-ସିରିଏଲ କିଲର ଗିରଫ

author img

By

Published : Mar 23, 2023, 9:08 PM IST

ଉତ୍ତର ପ୍ରଦେଶରେ 2006 ନିଠାରୀ ସାଇକୋ କିଲିଂର ପୁନରାବୃତ୍ତି । ବୟସ୍କା ମହିଳାଙ୍କୁ ହତ୍ୟା କରି ମୃତଦେହ ସହ ଦୁଷ୍କର୍ମ କରୁଥିବା ଦୁଇ ଅଭିଯୁକ୍ତ ଗିରଫ । ଗତ ଦୁଇ ମାସ ମଧ୍ୟରେ କରିଥିଲେ 2 ମହିଳାଙ୍କ ହତ୍ୟା । ଅଧିକ ପଢନ୍ତୁ

Etv Bharatମହିଳାଙ୍କୁ ହତ୍ୟା କରି ମୃତଦେହ ସହ କରୁଥିଲେ ଦୁଷ୍କର୍ମ: 2 ସିରିଏଲ କିଲର ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦିଲ୍ଲୀ-ନୋଇଡା ନିଠାରୀ କାଣ୍ଡର ପୁନରାବୃତ୍ତି ପରି ଜଘନ୍ୟ ମାମଲା ସାମ୍ନାକୁ ଆସିଛି । ବୟସ୍କା ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହ ସହ ଦୁଷ୍କର୍ମ କରୁଥିବା ଦୁଇ ସାଇକୋ-ସିିରିଏଲ କିଲରଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପ୍ରଦେଶ ବାରବାଙ୍କୀ ଜିଲ୍ଲାରେ ଏପରି ଏକାଧିକ କାଣ୍ଡ ଘଟାଇଥିବା ଦୁଇ ଅଭିଯକ୍ତଙ୍କୁ ପୋଲିସ ଗିରଫ କରିବା ପରେ ଘଟଣା ସମ୍ପର୍କରେ ପର୍ଦ୍ଦାଫାସ ହୋଇଛି ।

ମହିଳାଙ୍କୁ ହତ୍ୟା କରି ମୃତଦେହ ସହ କରୁଥିଲେ ଦୁଷ୍କର୍ମ: 2 ସାଇକେ-ସିରିଏଲ କିଲର ଗିରଫ

ଗିରଫ ଦୁଇ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ଅମରେନ୍ଦ୍ର ଓ ସୁରେନ୍ଦ୍ର । ଉଭୟ ଦୁଇଜଣ ମହିଳାଙ୍କୁ ହତ୍ୟା କରିଥିଲେ । ଜାନୁଆରୀ 23ରେ ତୃତୀୟ ମହିଳାଙ୍କୁ ହତ୍ୟା ଉଦ୍ୟମ କରିବା ବେଳେ ଅଭିଯୁକ୍ତ ଅମରେନ୍ଦ୍ର ଗିରଫ ହୋଇଥିଲା । ଅନ୍ୟ ସହଯୋଗୀ ଫେରାର ଅଭିଯୁକ୍ତ ସୁରେନ୍ଦ୍ରକୁ ଗତକାଲି ରାତିରେ ପୋଲିସ ଗିରଫ କରିଛି । ଗତ ବର୍ଷ ଡିସେମ୍ବରରେ ଉତ୍ତର ପ୍ରଦେଶର ବାରବାଙ୍କିରେ ଏକାଧିକ ବୟସ୍କା ମହିଳାଙ୍କୁ ହତ୍ୟା ଏବଂ ଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହା ଏକ ସାଇକୋ କିଲିଂ ବୋଲି ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ କିନ୍ତୁ ଫେରାର ହୋଇଯାଇଥିଲେ ।

ପୋଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତ ଜାନୁଆରୀ 23ରେ ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ମହିଳାଜଣଙ୍କ ଚିତ୍କାର କରିବାରୁ କିଛି ଲୋକେ ଦୌଡ଼ି ଆସି ଅମରେନ୍ଦ୍ରକୁ କାବୁ କରିଥିଲେ । ହେଲେ ଅନ୍ୟତମ ଅଭିଯୁକ୍ତ ସୁରେନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲା । ଅମରେନ୍ଦ୍ରକୁ ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ପୋଲିସ ଗତକାଲି ରାତିରେ ସେ ପୋଲିସକୁ ସଫଳତା ମିଳିଛି ।

ପୋଲିସ ଉଭୟଙ୍କୁ ଜେରା କରିବା ପରେ ଏହା ସାଇକୋ-ସିରିଏଲ କିଲିଂ ବୋଲି ଜାଣିବାକୁ ପାଇଛି । ଉଭୟ ଅଭିଯୁକ୍ତ ଗତ ଏକ ମାସ ମଧ୍ୟରେ ଅନ୍ୟ ଦୁଇ ବୟସ୍କା ମହିଳାଙ୍କୁ ହତ୍ୟା ମଧ୍ୟ କରିଛନ୍ତି । ଦୁଇଟି ହତ୍ୟାକାଣ୍ଡ ପରେ ଉଭୟ ମୃତଦେହ ସହ ସେମାନେ ଦୁଷ୍କର୍ମ ମଧ୍ୟ କରିଥିଲେ । ଅମରେନ୍ଦ୍ର ଗିରଫ ହେବା ପରେ ସହଯୋଗୀ ସୁରେନ୍ଦ୍ର ଅନ୍ୟ କେହି ତୃତୀୟ ସହଯୋଗୀ ସାହାଯ୍ୟରେ ମହିଳାଙ୍କ ସହ ଏପରି କାଣ୍ଡ ଘଟାଇବାକୁ ଯୋଜନା ରଖିଥିବା ମଧ୍ୟ ଜଣାପଡିଥିଲା ।

ଉଭୟ କେବଳ ବୟସ୍କା ମହିଳାଙ୍କୁ ଟାର୍ଗେଟ କରୁଥିଲେ । ପୋଲିସ ସୂଚନା ଅନୁସାରେ, ଗତବର୍ଷ (2022) ଡିସେମ୍ବର 5 ତାରିଖରେ ପ୍ରଥମ ମହିଳାଙ୍କ ହତ୍ୟା ଓ ମୃତଦେହ ସହ ଦୁଷ୍କର୍ମ ହୋଇଥିବା ବେଳେ ଦ୍ବିତୀୟ ଘଟଣାଟି ସମାନ ଢଙ୍ଗରେ ଡିସେମ୍ବର 17ରେ ଘଟିଥିଲା । ଦୁଇଟି ମାମଲାରେ ହତ୍ୟାକାରୀ ଫେରାର ଥିଲେ । ଉଭୟ ମାମଲାରେ ମୃତଦେହ ଉଦ୍ଧାର କରାଯିବା ପରେ ମୃତଦେହ ସହ ଦୁଷ୍କର୍ମ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.