ETV Bharat / bharat

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି - ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ସାରା ଦେଶ ପାଳୁଛି ଗାନ୍ଧୀଙ୍କର ଏ ଜନ୍ମତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ...

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି;ବାପୁଙ୍କ ଜୀବନୀ-ଆଦର୍ଶ ପ୍ରତ୍ୟେକ ପିଢିଙ୍କୁ ଯୋଗାଇବ ପ୍ରେରଣା

author img

By

Published : Oct 2, 2021, 11:07 AM IST

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ସାରା ଦେଶ ପାଳୁଛି ଗାନ୍ଧୀଙ୍କର ଏ ଜନ୍ମତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ଜନ୍ମ ବାର୍ଷିକୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବାପୁଙ୍କ ନୀତି ସର୍ବଭାରତୀୟ ସ୍ତରରେ ପ୍ରାସଙ୍ଗିକ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଓ ଶକ୍ତି ପ୍ରଦାନ କରୁଛି । ପୂଜ୍ୟ ବାପୁଙ୍କ ଜୀବନୀ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢିକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ବୋଲି ମୋଦି କହିଛନ୍ତି ।

  • राष्ट्रपिता महात्मा गांधी को उनकी जन्म-जयंती पर विनम्र श्रद्धांजलि। पूज्य बापू का जीवन और आदर्श देश की हर पीढ़ी को कर्तव्य पथ पर चलने के लिए प्रेरित करता रहेगा।

    I bow to respected Bapu on Gandhi Jayanti. His noble principles are globally relevant and give strength to millions.

    — Narendra Modi (@narendramodi) October 2, 2021 " class="align-text-top noRightClick twitterSection" data=" ">

ଗୁଜୁରାଟର ପୋର ବନ୍ଦରରେ 1869 ମସିହା ଅକ୍ଟୋବର 2ରେ ଆର୍ଥାତ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ବାପୁ । ବ୍ରିଟିଶ୍ କବଳରୁ ଭାରତକୁ ମୁକ୍ତି ଦେବାପାଇଁ ସେ ମୁଖ୍ୟ ପୁରୋଧା ସାଜିଥିଲେ । ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କ ପ୍ରବେଶ ଭାରତ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ୧୯୪୭ ମସହାରେ ବ୍ରିଟିସ ଶାସନ ଠାରୁ ଦେଶ ମୁକ୍ତ ହୋଇଥିଲା । ଗାନ୍ଧୀ ମଧ୍ୟ ବାପୁ ନାଁରେ ବୋଶ ଜଣାଶୁଣା । ବାପୁ ସ୍ୱ-ଶାସନ, ଅହିଂସା ଉପରେ ବିଶ୍ୱାସ ରଖୁଥିଲେ । ଯେଉଁଥିପାଇଁ ତାଙ୍କୁ ସମଗ୍ର ବିଶ୍ୱରେ ସମ୍ମାନିତ କରିଥିଲା । ସର୍ବଭାରତୀୟ ସ୍ତରରେ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ। ଏହି ଉତ୍ସବ ପାଳନ ପାଇଁ ଭାରତ ତଥା ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.