ETV Bharat / bharat

October 2023 Bank Holidays: ସାରି ଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ 16 ଦିନ ଛୁଟି - ଅକ୍ଟୋବରରେ ବ୍ୟାଙ୍କ ବନ୍ଦ

ଅକ୍ଟୋବରରେ 16 ଦିନ ବନ୍ଦ ରହିବ ବ୍ୟାଙ୍କ । ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ସମ୍ପର୍କରେ ଜାଣିରଖନ୍ତୁ । ଅଧିକ ପଢନ୍ତୁ

bank holidays in October 2023
bank holidays in October 2023
author img

By ETV Bharat Odisha Team

Published : Sep 25, 2023, 10:56 AM IST

ନୂଆଦିଲ୍ଲୀ: ସରି ସରି ଆସୁଛି ସେପ୍ଟେମ୍ବର ମାସ । ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହେବ ଅକ୍ଟୋବର ମାସ । ପାର୍ବଣରେ ଭକ୍ତିମୟ ହେବ ପରିବେଶରେ ଦୁଲୁକିବ ଗାଁଠୁ ସହର । ଆସନ୍ତା ମାସରେ ବହୁ ପର୍ବପର୍ବାଣୀ ପଡ଼ୁଥିବାରୁ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ରହିଯାଇଛି, ତେବେ ଜଲଦି ଜଲ୍‌ଦି ଶେଷ କରି ନିଅନ୍ତୁ । ଆସନ୍ତା ମାସରେ 16ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଚେକ୍ ଜମା ଓ ଡ୍ରାଫ୍ଟ ଇତ୍ୟାଦି କାମ ପାଇଁ ଅକ୍ଟୋବରରେ ବ୍ୟାଙ୍କ ଯିବା ପୂର୍ବରୁ ଛୁଟିଦିନ ଗୁଡ଼ିକ ଜାଣି ରଖନ୍ତୁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କର ୱେବ୍‌ସାଇଟରେ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପ୍ରାୟ 16 ଦିନ ବ୍ୟାଙ୍କ ବନ୍ଦ ରହିବ । ସାପ୍ତାହିକ ଛୁଟି ମଧ୍ୟ ଏହି ଛୁଟିଦିନରେ ସାମିଲ ରହିଛି । ଯଦି ଛୁଟି ଦିନରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥାଏ ତେବେ ଅନ୍‌ଲାଇନ୍‌ ସେବା ମଧ୍ୟ ଉପଲବ୍ଧ ରହିବ । ନଜର ପକାନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ।

ଏହା ମଧ୍ୟ ପଢନ୍ତୁ-ଦୀପକ ଗୁପ୍ତା କୋଟାକ ମହିନ୍ଦ୍ରା ବ୍ୟାଙ୍କର ନୁଆ CEO, ଅନୁମୋଦନ ଦେଲା RBI

ତାରିଖ ଦିନ କାରଣରାଜ୍ୟ
ଅକ୍ଟୋବର-1 ରବିବାରସାପ୍ତାହିକ ଛୁଟି ସବୁ ରାଜ୍ୟ
ଅକ୍ଟୋବର-2ସୋମବାର ଗାନ୍ଧୀ ଜୟନ୍ତୀସବୁ ରାଜ୍ୟ
ଅକ୍ଟୋବର-8 ରବିବାରସାପ୍ତାହିକ ଛୁଟି ସବୁ ରାଜ୍ୟ
ଅକ୍ଟୋବର-14 ଶନିବାର ମହାଳୟାସବୁ ରାଜ୍ୟ
ଅକ୍ଟୋବର-15 ରବିବାରସାପ୍ତାହିକ ଛୁଟି ସବୁ ରାଜ୍ୟ
ଅକ୍ଟୋବର-18ବୁଧବାରକଟି ବିହୁ ଗୌହାଟୀ
ଅକ୍ଟୋବର-21ଶନିବାରଦୁର୍ଗାପୂଜା(ମହାସପ୍ତମୀ) ଅଗରତାଲା, ଗୌହାଟୀ,ଇମ୍ଫାଲ, କୋଲକାତା
ଅକ୍ଟୋବର-22ରବିବାରସାପ୍ତାହିକ ଛୁଟି ସବୁ ରାଜ୍ୟ
ଅକ୍ଟୋବର-23 ସୋମବାରମହାନବମୀ, ଦୁର୍ଗା ପୂଜା, ବିଜୟା ଦଶମୀ ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଗୌହାଟୀ, ଆନ୍ଧ୍ରପ୍ରଦେଶ, କାନପୁର, କୋଚି, କୋହିମା, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲଙ୍ଗ, ଥିରୁବନନ୍ତପୁରମ୍ ।
ଅକ୍ଟୋବର-24ମଙ୍ଗଳବାରଦୁର୍ଗାପୂଜା

ଅଗରତାଲା, ଅହମ୍ମଦାବାଦ, ଆଇଜ୍ବାଲ, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଡେରାଡୁନ, ଗ୍ୟାଙ୍ଗଟକ, ଗୌହାଟୀ, ତେଲେଙ୍ଗାନା, ଜୟପୁର, ଜାମ୍ମୁ, କାନପୁର, କୋଚି, କୋହିମା, କୋଲକାତା, ମୁମ୍ବାଇ, ଲକ୍ଷ୍ନୌ, ନାଗପୁର, ନୂଆଦିଲ୍ଲୀ, ପାନାଜି, ପାଟନା, ରାଞ୍ଚି, ଶିଲଂ, ଶିମଲା, ଶ୍ରୀନଗର, ଥିରୁବନନ୍ତପୁରମ୍

ଅକ୍ଟୋବର-25 ବୁଧବାର ଦୁର୍ଗାପୂଜା (ଦଶମୀ) ଗ୍ୟାଙ୍ଗଟକ
ଅକ୍ଟୋବର-26 ଗୁରୁବାରଦୁର୍ଗାପୂଜା (ଦଶମୀ)/ ପରିଗ୍ରହଣ ଦିବସ ଗ୍ୟାଙ୍ଗଟକ, ଜମ୍ମୁ, ଶ୍ରୀନଗର
ଅକ୍ଟୋବର-27ଶୁକ୍ରବାର ଦୁର୍ଗାପୂଜା (ଦଶମୀ) ଗ୍ୟାଙ୍ଗ୍‌ଟକ୍‌
ଅକ୍ଟୋବର-28 ଶନିବାର ଲକ୍ଷ୍ମୀପୂଜା, ଚତୁର୍ଥ ଶନିବାରସବୁ ରାଜ୍ୟ
ଅକ୍ଟୋବର-29 ରବିବାର ସାପ୍ତାହିକ ଛୁଟି ସବୁ ରାଜ୍ୟ
ଅକ୍ଟୋବର-31 ମଙ୍ଗଳବାରସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅହମ୍ମଦାବାଦ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.