ETV Bharat / bharat

୫୭ ଦେଶକୁ ମାଡିଲା ଓମିକ୍ରନର ସବ ଭ୍ୟାରିଆଣ୍ଟ BA.2 - ୫୭ଟି ଦେଶକୁ ମାଡିଲା ଓମିକ୍ରନର ସବ ଭ୍ୟାରିଆଣ୍ଟ BA.2

ଓମିକ୍ରନର ସବ୍‌ ଭ୍ୟାରିଆଣ୍ଟ କୁହାଯାଉଥିବା BA.2 ଏବେ ୫୭ଟି ଦେଶରେ ଠାବ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ପକ୍ଷରୁ କୁହାଯାଇଛି। ଅଧିକ ପଢନ୍ତୁ

୫୭ଟି ଦେଶକୁ ମାଡିଲା ଓମିକ୍ରନର ସବ ଭ୍ୟାରିଆଣ୍ଟ BA.2

author img

By

Published : Feb 2, 2022, 1:12 PM IST

ଜେନେଭା: ଓମିକ୍ରନ୍ କୋରୋନା ଭାଇରସ ଭାରିଏଣ୍ଟ୍‌ରୁ ସୃଷ୍ଟି ଉପପ୍ରଜାତି ଭୂତାଣୁ BA.2, ଏହାର ମୂଳ ପ୍ରଜାତି (ଓମିକ୍ରନ୍‌) ଠାରୁ ଅଧିକ ସାଙ୍ଘାତିକ ବୋଲି ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍‌-୧୯ ଟେକ୍ନିକାଲ ଲିଡର ମାରିଆ ଭାନ୍‌ କେର୍‌ଖୋଭ୍‌ କହିଛନ୍ତି ଯେ, ବଡ ଧରଣର ପରିବର୍ତ୍ତନ ଘଟିଥିବାର କୌଣସି ଆଭାସ ମିଳିନାହିଁ । ତଥାପି, ଓମିକ୍ରନ ଅଧିକ ସଂକ୍ରମଣଶୀଳ ବୋଲି ଜାଣି ଜନସାଧାରଣଙ୍କୁ ସତର୍କ କରାଇ ଦେଉଛୁ ଯେ, ଏହି ଭୂତାଣୁ ବ୍ୟାପିଚାଲିଛି ।

ତେଣୁ ଟିକା, ମାସ୍କ୍‌ ଏବଂ ସାମାଜିକ ଦୂରତ୍ବ ହେଉଛି ଏହି ଭୂତାଣୁ ବିପକ୍ଷରେ ସଂଗ୍ରାମ କରିବାର ଫଳପ୍ରଦ ଅସ୍ତ୍ର। ଓମିକ୍ରନର ସବ୍‌ ଭ୍ୟାରିଆଣ୍ଟ କୁହାଯାଉଥିବା BA.2 ଏବେ ୫୭ଟି ଦେଶରେ ଠାବ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରକାରୁ ୧୦ ସପ୍ତାହ ପୂର୍ବେ ଠାବ ହୋଇଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ ସବୁଠାରୁ ଦ୍ରୁତତମ ସଂକ୍ରମାକ ଭାବେ ବିପଦ ସୃଷ୍ଟି କରିଥିଲା।

BA.2 ସମେତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବେ ଓମିକ୍ରନ ଭେରିଏଣ୍ଟ୍‌ର ୪ଟି ଉପପ୍ରଜାତି ଉପରେ ଦୃଷ୍ଟି ରିଖିଛି। BA.1, BA.1.1, BA.2 ଏବଂ BA.3. ଆସିବା ନେଇ ଗବେଣାରୁ ଜଣାପଡ଼ିଛି । ଏବେ BA.1 ଏବଂ BA.1.1 ଭର୍ସନ ଚିହ୍ନଟ କରାଯାଛି। ତବେ BA.2 ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବିଶ୍ୱସ୍ଥ୍ୟାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ତବେ BA.2 ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Omicron BA2 variant hits Indore: ୬ ଶିଶୁଙ୍କ ସହ ୧୬ ଜଣ ପଜିଟିଭ

ମଧ୍ୟପ୍ରଦେଶରେ ଓମିକ୍ରନର ସବ-ଭାରିଏଣ୍ଟ BA2(Omicron BA2 variant hits Indore) ଚିହ୍ନଟ ହୋଇଥିଲା । ନୂଆ ଷ୍ଟ୍ରେନରେ ଇନ୍ଦୋରରେ ପ୍ରାୟ ୬ ଜଣ ଶିଶୁଙ୍କ ସହିତ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ଭାରିଏଣ୍ଟ ଖୁବଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଥିବା ବେଳେ ଏହା ଫୁସଫୁସକୁ ସଂକ୍ରମିତ କରୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.