ETV Bharat / bharat

ଆସାମରେ ଆରମ୍ଭ ହେବ 'ଜନସଂଖ୍ୟା ନିୟନ୍ତ୍ରଣ ନୀତି' - 'ଦୁଇ ଶିଶୁ ନୀତି'

ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଆସାମରେ ଆରମ୍ଭ ହେବ 'ଦୁଇ ଶିଶୁ ନୀତି' ବା ଜନସଂଖ୍ୟା ନିୟନ୍ତ୍ରଣ ନୀତି । ଅଧିକ ପଢନ୍ତୁ...

ଆସାମରେ ଆରମ୍ଭ ହେବ 'ଜନସଂଖ୍ୟା ନିୟନ୍ତ୍ରଣ ନୀତି'  ବା 'ଦୁଇ ଶିଶୁ ନୀତି'

author img

By

Published : Jun 20, 2021, 1:33 PM IST

ଗୌହାଟୀ: ଆସାମରେ ଆରମ୍ଭ ହେବ 'ଦୁଇ ଶିଶୁ ନୀତି' ବା ଜନସଂଖ୍ୟା ନିୟନ୍ତ୍ରଣ ନୀତି । ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା । ରାଜ୍ୟରେ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏହି ନୀତି ଆରମ୍ଭ ହେବ ।

ଗୌହାଟୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମ୍ ସରମା କହିଛନ୍ତି ଯେ ଋଣ ଛାଡ ହେଉ କି ସରକାରୀ ଯୋଜନା, ଜନସଂଖ୍ୟା ମାନଦଣ୍ଡକୁ ବିଚାରକୁ ନିଆଯାଇ ଧ୍ୟାନ ଦିଆଯିବ । ଚା ବଗିଚା କର୍ମଚାରୀ SC-ST ସମ୍ପ୍ରଦାୟ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ । ଭବିଷ୍ୟତରେ ସରକାରୀ ସୁବିଧା ପାଇଁ ଯୋଗ୍ୟତା ଭାବରେ ଜନସଂଖ୍ୟା ନିୟମକୁ ବିଚାରକୁ ନିଆଯିବ |

ସରକାରୀ ସୁବିଧା ପାଇବା ପାଇଁ ଆମେ ଧୀରେ ଧୀରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି ଅନ୍ତର୍ଭୁକ୍ତ କରିବୁ। ଆପଣ ଏହାକୁ ଏକ ଘୋଷଣା ବୋଲି ବିଚାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସାମ ସରକାର ଜାନୁଆରୀ 1, 2021 ରୁ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଚାକିରୀ ପାଇଁ ଅଯୋଗ୍ୟ ବୋଲି ଦର୍ଶାଇବାକୁ ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.