ETV Bharat / bharat

ଦୁଇଦିନିଆ ଆସାମ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, କାମାକ୍ଷା ଦେବୀଙ୍କୁ କଲେ ଦର୍ଶନ - ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଦୁଇଦିନିଆ ଆସାମ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କାମାକ୍ଷା ଦେବୀଙ୍କୁ କଲେ ଦର୍ଶନ । DRDO ଦ୍ବାରା ପ୍ରସ୍ତୁତ କୋଭିଡ ମେଡିକାଲ ଯାଇ ଚିକିତ୍ସା ବ୍ୟବସ୍ଥାର ନୀରିକ୍ଷଣ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ...

Assam: Defence Minister Rajnath Singh inspects DRDO's COVID care centre in Guwahati
ଦୁଇଦିନିଆ ଆସାମ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ; ଦେବୀ କାମାକ୍ଷାଙ୍କୁ କଲେ ଦର୍ଶନ
author img

By

Published : Jun 18, 2021, 1:52 PM IST

ଗୌହାଟୀ: ଦୁଇଦିନିଆ ଆସାମ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କାମାକ୍ଷା ଦେବୀଙ୍କୁ ଦର୍ଶନ କରିଛନ୍ତି । ସକାଳୁ ସେ କାମାକ୍ଷା ମନ୍ଦିର ଆସି ପୂଜାର୍ଚ୍ଚନା କରିଛନ୍ତି । ତେବେ, ସେଠାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

ଗୁରୁବାର ଠାରୁ 2 ଦିନିଆ ଆସାମା ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗସ୍ତର ପ୍ରଥମ ଦିନରେ ବିଆରଓ ଦ୍ବାରା ନିର୍ମାଣ ହୋଇଥିବା ରାସ୍ତାର ଉଦଘାଟନ କରିଛନ୍ତି । ଉଦଘାଟିତ ହୋଇଥିବା ରାସ୍ତା ଉତ୍ତର-ପୂର୍ବାଞ୍ଚଳ ବିକାଶର ଏକ ବଡ ମାଧ୍ୟମ ହେବ । ଏହାସହ ଭୌଗୋଳିକ,ରଣନୀତିକ, ସାମାଜିକ ଓ ଅର୍ଥନୈତିକରେ ଏକ ବଡ ପରିବର୍ତ୍ତନ ଆସିବ । ସେହିପରି ଆଜି ଗସ୍ତର ଶେଷ ଦିନରେ ଦେବୀ କାମାକ୍ଷାଙ୍କ ମନ୍ଦିର ଯାଇ ଦେବୀ କାମାକ୍ଷାଙ୍କୁ ଦର୍ଶନ କରିଥିଲେ । ପରେ DRDO ଦ୍ବାରା ପ୍ରସ୍ତୁତ କୋଭିଡ ମେଡିକାଲ ଯାଇ ଚିକିତ୍ସା ବ୍ୟବସ୍ଥାର ନୀରିକ୍ଷଣ ମଧ୍ୟ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.