ETV Bharat / bharat

ଆଶାରାମ ବାପୁଙ୍କୁ କୋରୋନା, ଆଇସିୟୁରେ ଭର୍ତ୍ତି - ଯୋଧପୁର ସେଣ୍ଟ୍ରାଲ ଜେଲ

ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଆଶାରାମ ବାପୁଙ୍କୁ କୋରୋନା । ଅମ୍ଳଜାନ ସ୍ଥର କମ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେଲେ ଆଶାରାମ ବାପୁ
କୋରୋନାରେ ଆକ୍ରାନ୍ତ ହେଲେ ଆଶାରାମ ବାପୁ
author img

By

Published : May 6, 2021, 8:24 AM IST

ଯୋଧପୁର: କୋରୋନାରେ ଆକ୍ରାନ୍ତ ହେଲେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଆଶାରାମ ବାପୁ । ଗତ ମେ’ 3ରେ ଆଶାରାମଙ୍କ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେବାରୁ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା ।

ବୁଧବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏହାପରେ ଜେଲ ପରିସରରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କ ଶରୀରରେ ଅମ୍ଳଜାନ ସ୍ଥର କମ ଥିବା ଜଣା ପଡିବା ପରେ ତାଙ୍କୁ ଏମଜି ହସ୍ପିଟାଲକୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.