ETV Bharat / bharat

ଦିଲ୍ଲୀରେ ବିଗୁଡୁଛି ସ୍ଥିତି, ବୈଠକ ଡାକିଲେ କେଜ୍ରିଓ୍ବାଲ - କୋରୋନା ନ୍ୟୁଜ

ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ସଂକ୍ରମଣ । ବୈଠକ ଡାକିଲେ କେଜ୍ରିଓ୍ବାଲ । ସଂକ୍ରମଣର ମୁକାବିଲା ପାଇଁ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଅଧିକ ପଢନ୍ତୁ....

Arvind Kejriwal Calls Meeting Today Amid Huge Delhi Covid Surge
ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ସଂକ୍ରମଣ, ବୈଠକ ଡାକିଲେ କେଜ୍ରିଓ୍ବାଲ
author img

By

Published : Apr 18, 2021, 11:20 AM IST

ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା ସ୍ଥିତି । ରାଜଧାନୀ ନୂଆଦିଲ୍ଲୀରେ ଭୟଙ୍କର ରୂପ ନେଲାଣି ମହାମାରୀ । ଗତ 24 ଘଣ୍ଚାରେ 24 ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଦୈନିକ ସଂକ୍ରମଣ ଠାରୁ ବେଶ ଅଧିକ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବୈଠକ ଡାକିଛନ୍ତି । ସଂକ୍ରମଣର ମୁକାବିଲା ପାଇଁ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ଗତକାଲି (ଶନିବାର) ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଦିଲ୍ଲୀରେ ସଂକ୍ରମଣର ମୁକାବିଲା ପାଇଁ ଅକ୍ସିଜେନ ଓ ଔଷଧ ରିମେଡେସିଭର୍ ଅଭାବ ଦେଖାଯାଇଥିଲା। ସଂକ୍ରମଣର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ରହିଛି । ଦିନକୁ ଦିନ ଦିଲ୍ଲୀର କୋଭିଡ ମାମଲା ବୃଦ୍ଧି ପାଉଛି । ସେଥିପାଇଁ ଅକ୍ସିଜେନ ଓ ଔଷଧ ରିମଡେସିଭିର ରାଜ୍ୟରେ ଅଭାବ ଦେଖାଦେଇଛି । କିଛି ଦିନ ପୂର୍ବରୁ ସବୁ କିଛି ନିୟନ୍ତ୍ରଣରେ ରହିଥିଲା। କିନ୍ତୁ ଏହି ମହାମାରୀ ଯେଉଁ ବେଗରେ ବ୍ୟାପୁଛି ତାହା କେବେ ଶେଷ ହେବ ତାହା କେହି ଜାଣି ନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.