ETV Bharat / bharat

ଚିତ୍ରକର ଲକ୍ଷ୍ମଣ ପାଏଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ରାଜନେତା

author img

By

Published : Mar 15, 2021, 8:37 AM IST

ଆରପାରିରେ ଚିତ୍ରକର ଲକ୍ଷ୍ମଣ ପାଏ । ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଲେ ରାଜନେତା । ଅଧିକ ପଢନ୍ତୁ...

ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଦେହାନ୍ତ
ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଦେହାନ୍ତ

ପାଣାଜୀ: ରବିବାର ପ୍ରସିଦ୍ଧ ଚିତ୍ରକାର ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଲକ୍ଷ୍ମଣ ପାଏଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା। ସେ ଗୋଆ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଲକ୍ଷ୍ମୀ ପାଏଙ୍କ ମୃତ୍ୟୁକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ପ୍ରସିଦ୍ଧ କଳାକାର ପଦ୍ମ ଭୂଷଣ ବିଜେତା ଲକ୍ଷ୍ମଣ ପାଏଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଗୋଆ ଆଜି ଏକ ରତ୍ନ ହରାଇଛି। କଳା କ୍ଷେତ୍ରରେ ତାଙ୍କର ଅପାର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଓ ଶାନ୍ତି ।’

  • Deeply saddened by the passing away of renowned Goan artist Padma Bhushan Shri Laxman Pai. Goa has lost a gem today. We will always remember his immense contribution in the field of art. My heartfelt condolences to his family. Om shanti🙏 pic.twitter.com/9u9Y2negsL

    — Dr. Pramod Sawant (@DrPramodPSawant) March 14, 2021 " class="align-text-top noRightClick twitterSection" data=" ">

ସେପଟେ ଗୋଆ ବିଧାନସଭାରେ ବିରୋଧୀ ଦଳର ନେତା ଦିଗମ୍ବର କାମତ ମଧ୍ୟ ପାଏଙ୍କ ମୃତ୍ୟୁକୁ ନେଇ କହିଛନ୍ତି, ‘ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମ ଭୂଷଣ ଲକ୍ଷ୍ମଣ ପାଏଙ୍କଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ତାଙ୍କର ପରଲୋକ କଳା କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସେ ତାଙ୍କର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଚିତ୍ରକଳା କୌଶଳ ସହିତ ସକ୍ରିୟ ରହିଥିଲେ ।’

  • Deeply saddened by the passing away of eminent Goan artist of International repute Padma Bhushan Laxman Pai. His passing away will create a big void in the field of art.
    He belonged to Pai Fondekar family of Margao.
    My condolences to his family. May his Aatma attain sadgati. pic.twitter.com/2XaJFRb2EX

    — Digambar Kamat (@digambarkamat) March 14, 2021 " class="align-text-top noRightClick twitterSection" data=" ">

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଆୟୁଷ ଶ୍ରୀପଦ ୟାଇ ନାୟକ ସ୍ବର୍ଗତ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.