ETV Bharat / bharat

ଅମ୍ଲଜାନ ସଙ୍କଟ, କଣ ଟିଭିରେ ଦେଖାଯାଉଥିବା ଦୃଶ୍ୟ ମିଛ ? - ଚିଦାମ୍ବରମ ଟ୍ବିଟ

ଦେଶରେ ଅମ୍ଲଜାନ, ଟିକା , ରେମଡିସିଭିର ସଙ୍କଟ ଦେଖାଦେଇଥିବା ବେଳେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର । ଚିଦାମ୍ବରମ ପ୍ରଶ୍ନ କରିଛନ୍ତି କି ଯଦି ଟିକାର କୌଣସି ଅଭାବ ନାହିଁ ତେବେ ଗଣମାଧ୍ୟମରେ ଯାହା ସବୁ ଦେଖାଯାଉଛି ଓ କୁହାଯାଉଛି, ସେ ସବୁ କଣ ମିଛ ଅଧିକ ପଢନ୍ତୁ..

ଅମ୍ଲଜାନ ସଙ୍କଟ, କଣ ଟିଭିରେ ଦେଖାଯାଉଥିବା ଦୃଶ୍ୟ  ମିଛ ?

author img

By

Published : Apr 28, 2021, 5:51 PM IST

ନୂଆଦିଲ୍ଲୀ: ଦେଶରେ ଟିକା , ଭ୍ୟାକ୍ସିନ ଏବଂ ରେମଡିସିଭିର ସଙ୍କଟ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ତାତ୍ସଲ୍ୟ କଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ । କେବଳ ସ୍ବାସ୍ଥ୍ୟମନ୍ତ୍ରୀ ନୁହେଁ ଏହି ପ୍ରସଙ୍ଗକୁ ଅସ୍ତ୍ର କରି ଯୋଗୀ ସରକାରଙ୍କୁ କରିଛନ୍ତି ଆକ୍ରମଣ ।

ଅମ୍ଲଜାନ ସଙ୍କଟ, କଣ ଟିଭିରେ ଦେଖାଯାଉଥିବା ଦୃଶ୍ୟ  ମିଛ ?
ଅମ୍ଲଜାନ ସଙ୍କଟ, କଣ ଟିଭିରେ ଦେଖାଯାଉଥିବା ଦୃଶ୍ୟ ମିଛ ?

ଚିଦାମ୍ବରମ ପ୍ରଶ୍ନ କରିଛନ୍ତି କି, ଯଦି ଟିକାର କୌଣସି ଅଭାବ ନାହିଁ ତେବେ ଗଣମାଧ୍ୟମରେ ଯାହା ସବୁ ଦେଖାଯାଉଛି ଓ କୁହାଯାଉଛି , ସେ ସବୁ କଣ ମିଛ ?

‘‘ମୁଁ ବିସ୍ମିତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଉତ୍ତରପ୍ରଦେଶ ସରକାର ଅମ୍ଲଜାନ ଓ ଟିକା ଅଭାବ ନଥିବା ନେଇ କିଭଳି ମନ୍ତବ୍ୟ ଦେଉଛନ୍ତି । ’’ ଏ ନେଇ ଟ୍ବିଟ କରି କହିଛନ୍ତି ଚିଦାମ୍ବରମ ।

ତେବେ ଯଦି ୟୁପିରେ ଟିକାର ଅଭାବ ନାହିଁ , ଦେଶରେ ଅମ୍ଲଜାନ ସଙ୍କଟ ଦେଖାଯାଉନି , ତେବେ ସମସ୍ତ ଟିଭି ଚ୍ୟାନେଲ ନକଲୀ ଦୃଶ୍ୟ ପ୍ରସାରିତ କରୁଛନ୍ତି କି ? କଣ ସବୁ ଖବରକାଗଜର କାହାଣୀ ଭୁଲ ? କଣ ସମସ୍ତ ଡାକ୍ତର ମିଛ କହୁଛନ୍ତି ? କଣ ପରିବାରର ସମସ୍ତ ସଦସ୍ୟ ଭୁଲ ବୟାନ ଦେଉଛନ୍ତି ? କଣ ସବୁ ଦୃଶ୍ୟ ଓ ଚିତ୍ର ନକଲୀ ? ଏଭଳି ଭାବେ ପ୍ରଶ୍ନର ବାଣ ଛାଡି ସରକାରଙ୍କ ଟାର୍ଗେଟ କରିଛନ୍ତି ଚିଦାମ୍ବରମ । ସେ କହିଛନ୍ତି କି, ଲୋକଙ୍କୁ ଏଭଳି ସରକାରଙ୍କ ବିରୋଧରେ ବିଦ୍ରୋହ କରିବା ଦରକାର । ଯିଏକି ଭାବୁଛନ୍ତି କି ଭାରତର ସମସ୍ତ ଲୋକଙ୍କ ମୁର୍ଖ ।

ପ୍ରକାଶ ଯେ, ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଏକ ଭିଡିଓ କନଫରେନ୍ସି ଜରିଆରେ 11 ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ କୋରୋନା ଭାଇରସ ସ୍ଥିତିରେ ବୈଠକ କରିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାବି କରିଛନ୍ତି କି ଦେଶରେ ଭ୍ୟାକ୍ସିନର କୌଣସି ଅଭାବ ନାହିଁ । ଏ ସମ୍ବନ୍ଧୀୟ କିଛି ପରିସଂଖ୍ୟାନ ମଧ୍ୟ ସେ ସେୟାର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.