ETV Bharat / bharat

Cyclone Asani: ଅସାନି ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷା

author img

By

Published : May 11, 2022, 11:11 AM IST

Updated : May 11, 2022, 12:08 PM IST

ସମ୍ଭାବ୍ୟ ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନ୍ ପରୀକ୍ଷା ସ୍ଥଗିତ । ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିଲା ବୋର୍ଡ । ଅଧିକ ପଢନ୍ତୁ

Cyclone Asani: ଅସାନି ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷା
Cyclone Asani: ଅସାନି ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷା

ହାଇଦ୍ରାବାଦ: ସମ୍ଭାବ୍ୟ ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ଆଜି(ବୁଧବାର) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ହେବାକୁ ଥିବା ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷା ସ୍ଥଗିତ କରାଯାଇଛି । ଏନେଇ ଆନ୍ଧ୍ର ବୋର୍ଡ ଅଫ ଇଣ୍ଟରମେଡିଏଟ୍ ଏଜୁକେସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଥିବା ବେଳେ ଆସନ୍ତାକାଲି ଠାରୁ ହେବାକୁ ଥିବା ସବୁ ପରୀକ୍ଷା ଅପରିବର୍ତ୍ତିତ ରହିଛି ।

ଅନ୍ୟପଟେ ବାତ୍ୟାକୁ ନେଇ ଆନ୍ଧ୍ରକୁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପଟ୍ଟନମ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୬ଟି ବିମାନ ବାତିଲ୍ କରାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା । ଗତକାଲି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା ଅସାନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2022, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.