ETV Bharat / bharat

ଆନ୍ଧ୍ରରେ ଛାତିଥରା ଘଟଣା: 8 ମାସ ଧରି ନାବାଳିକାକୁ ଦୁଷ୍କର୍ମ କଲେ 80 ଜଣ - ଆନ୍ଧ୍ରପ୍ରଦେଶ ଦୁଷ୍କର୍ମ ଘଟଣା

ଆନ୍ଧ୍ରପ୍ରଦେଶରେ ନାବାଳିକାକୁ ୮ ମାସଧରି ଗଣଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହଁ ୮ ମାସ ମଧ୍ୟରେ ଦୁଷ୍କର୍ମ କଲେ ୮୦ ଜଣ । ଅଧିକ ପଢନ୍ତୁ

୮ ମାସ ଧରି ନାବାଳିକାକୁ ଦୁଷ୍କର୍ମ କଲେ ୮୦ ଜଣ, ୧୦ ଗିରଫ

author img

By

Published : Apr 21, 2022, 1:15 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଛାତି ଥରା ଘଟଣା । ୧୩ ବର୍ଷର ନାବାଳିକାକୁ ୮ ମାସଧରି ଗଣଦୁଷ୍କର୍ମ । ଜଣେ କି ଦୁଇ ଜଣ ନୁହଁ ୮ମାସ ମଧ୍ୟରେ ଦୁଷ୍କର୍ମ କଲେ ୮୦ ଜଣ । ଅଭିଯୋଗ ପରେ ଗୁଣ୍ଟୁରରୁ ନାବାଳିକାକୁ ଉଦ୍ଧାର କଲା ପୋଲିସ । ୮୦ ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ମଧ୍ୟ ରହିଥିବା ସୂଚନା ମିଳିଛି । ତେବେ ଅନ୍ୟ ସମସ୍ତ ଅପରାଧିଙ୍କୁ ପୋଲିସ ଧରିବା ପାଇଁ ତନାଘନା ଚଳାଇଛି । ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣ କୁମାରୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ, କୋରୋନା ସମୟରେ ପୀଡିତାଙ୍କ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଚାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସେ ଅଭିଯୁକ୍ତ ସୁବର୍ଣ୍ଣ କୁମାରୀଙ୍କ ସହ ପରିଚିତ ହୋଇଥିଲେ । ତେବେ ପୀଡିତାର ମାଙ୍କ ମୃତ୍ୟୁ ହେବା ପରେ ତାଙ୍କ ବାପାଙ୍କ ଅଜଣାତରେ ନାବାଳିକାକୁ ନେଇଯାଇଥିଲେ ସୁବର୍ଣ୍ଣ । ଏହାପରେ ପୀଡିତାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲେ । ଏନେଇ ଅଗଷ୍ଟ ମାସରେ ପୀଡିତାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ନାବାଳିକାକୁ ଉଦ୍ଧାର କରିବା ସହ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.