ETV Bharat / bharat

ଅନନ୍ତନାଗରେ ଏନକାଉଣ୍ଟର, ଦୁଇ ଆତଙ୍କୀ ସଫା

author img

By

Published : Mar 11, 2021, 1:21 PM IST

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର । ଦୁଇ ଆତଙ୍କୀ ସଫା । ଅଧିକ ପଢନ୍ତୁ...

ଅନନ୍ତନାଗରେ ଏନକାଉଣ୍ଟର
ଅନନ୍ତନାଗରେ ଏନକାଉଣ୍ଟର

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ । ସେମାନେ ସ୍ଥାନୀୟ ଆତଙ୍କବାଦୀ ହୋଇଥିବା ସୂଚନା ।

ଅଦୀଲ ଅହମ୍ମଦ ଭଟ୍ଟ ଓ ଜାହିର ଅମିନ ରାଥର ନାମକ ଏହି ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି । ଏନକାଉଣ୍ଟର ସମୟରେ ଏମାନେ ନିହତ ହୋଇଥିବା କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ।

ତେବେ ଦିନକୁ ଦିନ ଏପରି ଆତଙ୍କବାଦୀ ଅପରେସନ ଚାଲୁଥିବାରୁ ଆତଙ୍କବାଦୀ କାର୍ଯ୍ୟକଳାପ କମିଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.