ETV Bharat / bharat

ଭୂକମ୍ପ ଝଟ୍‌କାରେ ଥରିଲା ଆସାମ - ଭୂକମ୍ପ

ଆସାମରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

An earthquake of magnitude 5.2 on the Richter scale hit Goalpara, Assam at 8.45 am today: National Centre for Seismology
ଭୂକମ୍ପରେ ଥରିଲା ଆସାମ, ରିକ୍ଟର ସ୍କେଲରେ ତୀବ୍ରତା 5.2ରେକର୍ଡ
author img

By

Published : Jul 7, 2021, 12:15 PM IST

ଗୌହାଟୀ: ଭୂକମ୍ପରେ ଥରିଲା ଆସାମ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ବୁଧବାର ସକାଳ 8ଟା 45 ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର କେନ୍ଦ୍ରସ୍ଥଳୀ ଗୋଆଲପୁର ଥିବା ସୂଚନା ମିଳିଛି । ଏନେଇ ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି

ଯାହାକୁ ନେଇ ଆସାମବାସୀ ଭୟଭିତ ହୋଇ ପଡିଛନ୍ତି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନ ନେଇ ସୂଚନା ମିଳିପାରିନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.