ETV Bharat / bharat

ରାମୋଜୀ ଫିଲ୍ମ ସିଟିରେ ବିଗ୍‌ ବି, ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ

author img

By

Published : Jul 27, 2021, 4:24 PM IST

Updated : Jul 27, 2021, 4:33 PM IST

ହାଇଦ୍ରାବାଦ ରାମୋଜୀ ଫିଲ୍ମ ସିଟିରେ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ ହୋଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ଅଧିକ ପଢନ୍ତୁ...

ରାମୋଜୀ ଫିଲ୍ମ ସିଟିରେ ବିଗ୍‌ ବି, ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ
ରାମୋଜୀ ଫିଲ୍ମ ସିଟିରେ ବିଗ୍‌ ବି, ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ

ହାଇଦ୍ରାବାଦ: ହାଇଦ୍ରାବାଦ ରାମୋଜୀ ଫିଲ୍ମ ସିଟିରେ ବିଗ୍‌ ବି ଅମିତାଭ ବଚ୍ଚନ । ଫିଲ୍ମ ସିଟିରେ ଆୟୋଜିତ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ ହୋଇଛନ୍ତି ବିଗ୍‌ ବି । ୧୬ କୋଟି ଚାରା ରୋପଣର ରହିଛି ମେଗା କାର୍ଯ୍ୟକ୍ରମ ।

ରାଜ୍ୟସଭା ସାଂସଦ ଜୋଗିନନପଲ୍ଲୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ସାମିଲ ହୋଇ ବିଗ୍‌ ବି ଅମିତାଭ ବଚ୍ଚନ ଓ ସାଉଥ ସୁପଷ୍ଟାନର ନାଗାର୍ଜୁନ ରାମୋଜୀ ଫିଲ୍ମ ସିଟି ପରିସରରେ ଚାରା ରୋପଣ କରିଛନ୍ତି । ଉଭୟ ଅଭିନେତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ଫିଲ୍ମ ସିଟି ମହା ନିର୍ଦ୍ଦେଶକ ବିଜୟେଶ୍ବରୀ ।

ଚାରା ରୋପଣ କାର୍ଯ୍ୟକ୍ରମରେ ଅମିତାଭଙ୍କ ସହିତ ଚଳଚ୍ଚିତ୍ର ନିର୍ମାତା ଚଲସାନୀ ଅଶ୍ବିନୀ ଓ ନିର୍ଦ୍ଦେଶକ ନାଗ ଅଶ୍ବିନୀ ମଧ୍ୟ ସାମିଲ ହୋଇଛନ୍ତି । ଫିଲ୍ମ 'ପ୍ରୋଜେକ୍ଟ କେ'ର ସୁଟିଂ ପାଇଁ ରାମୋଜୀ ଫିଲ୍ମ ସିଟି ଆସିଛନ୍ତି ଅମିତାଭ ।

Last Updated : Jul 27, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.