ETV Bharat / bharat

ନେତାଜୀଙ୍କ ଜୀବନୀ ପଢିବାକୁ ଯୁବବର୍ଗଙ୍କୁ ଶାହଙ୍କ ଉପଦେଶ - ସୌର୍ଯ୍ୟାଞ୍ଜଳୀ ସମାରୋହ

ଗୃହମନ୍ତ୍ରୀ ଶୁକ୍ରବାର ପଶ୍ଚିମବଙ୍ଗରେ ଆୟୋଜିତ ସୌର୍ଯ୍ୟାଞ୍ଜଳୀ ସମାରୋହରେ ଯୋଗ ଦେଇଥିଲେ । ଏଠାରେ ସେ ଯୁବବର୍ଗଙ୍କୁ ନେତାଜୀଙ୍କ ଜୀବନୀ ପଢିବାକୁ ଉପଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ନେତାଜୀଙ୍କ ଜୀବନୀ ପଢିବାକୁ ଯୁବବର୍ଗଙ୍କୁ ଶାହଙ୍କ ଉପଦେଶ

author img

By

Published : Feb 19, 2021, 6:23 PM IST

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିସାରିଛନ୍ତି । ଏହା ଦେଶରେ ବଡ ପରିବର୍ତ୍ତନ ଆଣିବ ବୋଲି ଶୁକ୍ରବାର କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ନେତାଜୀଙ୍କ ଜୀବନୀ ପଢିବାକୁ ଯୁବବର୍ଗଙ୍କୁ ଶାହଙ୍କ ଉପଦେଶ

ଗୃହମନ୍ତ୍ରୀ ଶୁକ୍ରବାର ପଶ୍ଚିମବଙ୍ଗରେ ଆୟୋଜିତ ସୌର୍ଯ୍ୟାଞ୍ଜଳୀ ସମାରୋହରେ ଯୋଗ ଦେଇଥିଲେ । ଏଠାରେ ସେ ଯୁବବର୍ଗଙ୍କୁ ନେତାଜୀଙ୍କ ଜୀବନୀ ପଢିବାକୁ ଉପଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଅମିତ ଶାହ କହିଛନ୍ତି, ଦେଶର ଜନସାଧାରଣ ଏତେ ବର୍ଷ ପରେ ମଧ୍ୟ ଏତେ ପ୍ରେମ ଏବଂ ସମ୍ମାନ ସହିତ ସୁଭାଷ ବାବୁଙ୍କୁ ମନେ ରଖିଛନ୍ତି । ନେତାଜୀଙ୍କୁ ଭୁଲିଯିବା ପାଇଁ ବହୁ ପ୍ରୟାସ କରାଯାଇଛି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ସୁଭାଷ ବାବୁଙ୍କ ଦେଶପ୍ରେମ, ତାଙ୍କର କାର୍ଯ୍ୟ ଏବଂ ସର୍ବୋଚ୍ଚ ବଳିଦାନ ଭାରତୀୟଙ୍କ ମନରେ ଚୀର ଦିନ ପାଇଁ ଅମର ରହିବ ବୋଲି ଶାହ କହିଛନ୍ତି ।

ଶାହ କହିଛନ୍ତି, ମୁଁ ଚାହୁଁଛି ଯେ ଦେଶର ଯୁବବର୍ଗ ସୁଭାଷ ଚନ୍ଦ୍ର ବୋଷଙ୍କର ଜୀବନୀ ପଢିବା ଉଚିତ । ତାଙ୍କ ଜୀବନଯାତ୍ରା ଅନେକ କିଛି ଶିଖାଇବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ନେତାଜୀଙ୍କ 125 ତମ ଜୟନ୍ତୀ ନେଇ ଯେଉଁ କମିଟି ଗଠନ କରାଯାଇଛି, ତାହା ଦେଶରେ ବୃହତ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.