ETV Bharat / bharat

ଅମରନାଥ ଯାତ୍ରାରେ ବାଧା ସାଜିଲା କୋରୋନା, ଅନଲାଇନରେ ହେବ ହିମଲିଙ୍ଗ ଦର୍ଶନ - ଅମରନାଥ ଯାତ୍ରା

ମହାମାରୀ କୋରୋନା ସଂକ୍ରମଣର ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ଅନଲାଇନରେ ହିମଲିଙ୍ଗ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ଅମରନାଥ ଯାତ୍ରାରେ ବାଧା ସାଜିଲା କୋରୋନା, ଅନଲାଇନରେ ହେବ ହିମଲିଙ୍ଗ ଦର୍ଶନ

author img

By

Published : Jun 21, 2021, 5:43 PM IST

ଶ୍ରୀନଗର: ଚଳିତ ଥର ହେବନାହିଁ ଅମରନାଥ ଯାତ୍ରା । ମହାମାରୀ କୋରୋନା ସଂକ୍ରମଣର ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ହେଲେ ଅନଲାଇନରେ ହିମଲିଙ୍ଗ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଗତ ବର୍ଷ ମଧ୍ୟ କୋରୋନା ମହାମାରୀ କାରଣରୁ ଅମରନାଥ ଯାତ୍ରା ରଦ୍ଧ କରାଯାଇଥିଲା । ତେବେ ଶ୍ରଦ୍ଧାଳୁମାନେ ଜୁନ 28ରୁ ଅନଲାଇନ ବାବା ଅମରନାଥଙ୍କ କରିପାରିବେ ଦର୍ଶନ ।

ଏହାପୂର୍ବରୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଥିଲେ, ବାର୍ଷିକ ଅମରନାଥ ତୀର୍ଥଯାତ୍ରା ଉପରେ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ, କିନ୍ତୁ ଜୀବନର ସୁରକ୍ଷା କରିବା ଏହାର ସର୍ବୋଚ୍ଚ ପ୍ରାଥମିକତା ବୋଲି ସ୍ପଷ୍ଟ କରିଥିଲେ ଉପରାଜ୍ୟପାଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.