ETV Bharat / bharat

ଜ୍ଞାନବ୍ୟାପୀ ପରେ କ୍ରିଷ୍ଣ ଜନ୍ମଭୂମୀରେ ହେବ ଭିଡିଓଗ୍ରାଫି ସର୍ଭେ, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ - କ୍ରିଷ୍ଣ ଜନ୍ମଭୂମୀ ବିବାଦ

ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ପରେ ମଥୁରାର କ୍ରିଷ୍ଣ ଜନ୍ମଭୂମିରେ ହେବ ଭିଡିଓଗ୍ରାଫି ସର୍ଭେ mathura krishna janmabhoomi । 4 ସପ୍ତାହ ମଧ୍ୟରେ ପ୍ରକ୍ରିୟା ସାରିବାକୁ ଜିଲ୍ଲା କୋର୍ଟଙ୍କୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ Allahabad high court। ନିଯୁକ୍ତ ହେବେ କୋର୍ଟ କମିଶନର । ଅଧିକ ପଢନ୍ତୁ

ଜ୍ଞାନବ୍ୟାପୀ ପରେ କ୍ରିଷ୍ଣ ଜନ୍ମଭୂମୀରେ ହେବ ଭିଡିଓଗ୍ରାଫି ସର୍ଭେ, ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

author img

By

Published : Aug 30, 2022, 8:51 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ବିବାଦରେ ଭିଡିଓଗ୍ରାଫି ସର୍ଭେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଏହାକୁ ନେଇ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବା ବେଳେ ମଥୁରାର କ୍ରିଷ୍ଣ ଜନ୍ମଭୂମୀରେ (mathura krishna janmabhoomi) ମଧ୍ୟ ଭିଡିଓଗ୍ରାଫି ସର୍ଭେ ହେବାକୁ ଯାଉଛି । ମଥୁରାରେ ଭିଡିଓଗ୍ରାଫି ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ (allahabad high court order) ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ପକ୍ଷକାର ଭାବେ ମନୀଷ ଯାଦବ କୋର୍ଟରେ ଏହି ମାମଲା ଦାଏର କରିଥିଲେ । ଜଷ୍ଟିସ ପିୟୁଷ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ ଜିଲ୍ଲା କୋର୍ଟକୁ 4 ସପ୍ତାହ ମଧ୍ୟରେ ଏହି ଭିଡିଓଗ୍ରାଫି ପ୍ରକ୍ରିୟା ଶେଷ କରିବା ସହ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି (videography survey will be in mathura)।

ଏହି ଭିଡିଓଗ୍ରାଫି ଅନୁଧ୍ୟାନ ପାଇଁ ଜଣେ ବରିଷ୍ଠ ଓକିଲଙ୍କୁ କମିଶନର ଭାବେ ଏବଂ ଦୁଇଜଣ ଓକିଲଙ୍କୁ ସହକାରୀ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯିବ । ସର୍ଭେ ସମୟରେ କୋର୍ଟ କମିଶନରଙ୍କ ଟିମ ସହ ଅଭିଯୋଗକାରୀ ପକ୍ଷ ଓ ଦକ୍ଷ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.