ETV Bharat / bharat

ଆତଙ୍କବାଦୀ ସଂଗଠନ ଅଲ-ବଦରେ ମୁଖ୍ୟ ଗାନୀ ଖ୍ବାଜାର ଏନକାଉଣ୍ଟର

author img

By

Published : Mar 9, 2021, 11:00 PM IST

ଆତଙ୍କବାଦୀ ସଂଗଠନ ଅଲ-ବଦରେ ମୁଖ୍ୟ ଗାନୀ ଖ୍ବାଜା ଏନକାଉଣ୍ଟରେ ନିହତ। ଏନେଇ ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Al-Badre chief Ganie Khwaja  terrorist encounter in jammu and kashmir
ଆତଙ୍କବାଦୀ ସଂଗଠନ ଅଲ-ବଦରେ ମୁଖ୍ୟ ଗାନୀ ଖ୍ବାଜା ଏନକାଉଣ୍ଟର

ଶ୍ରୀନଗର: ଆତଙ୍କୀବାଦୀ ସଂଗଠନ ଅଲ-ବଦରେ ମୁଖ୍ୟ ଗାନୀ ଖ୍ବାଜା ଏନକାଉଣ୍ଟରରେ ନିହତ। ଜମ୍ମୁକାଶ୍ମୀର ପୋଲିସ ଓ ସେନାର ମିଳିତ ଅପରେସନରେ ଏନକାଉଣ୍ଟର । ଏନେଇ ଜମ୍ମୁକାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ଆଜି ଜମ୍ମୁ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ 'ସୋପର ପୋଲିସ ଆତଙ୍କବାଦୀ ସଂଗଠନ ଅଲ-ବଦର ମୁଖ୍ୟ ଗାନୀ ଖ୍ବାଜାକୁ ଏନକାଉଣ୍ଟ କରାଯାଉଛି, ପୋଲିସ ପାଇଁ ଏହା ଏକ ବଡ ସଫଳତା ' । ଏନକାଣ୍ଟରରେ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ଜବତ କରିଛି। ଘଟଣାସ୍ଥଳରେ ସେନା ଓ ପୋଲିସ ଅପରେସନ ଜାରୀ ରଖିଛନ୍ତି । ନିହତ ଆତଙ୍କବାଦୀ ଜମ୍ମୁ କାଶ୍ମୀରର ବିଭିନ୍ନ ଆତଙ୍କୀ ଘଟଣାରେ ଜଡିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.