ETV Bharat / bharat

କଂଗ୍ରେସ ଛାଡିଲେ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ

କଂଗ୍ରେସ ଛାଡିଛନ୍ତି ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ ଅଣ୍ଟୋନି । କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ ଅଣ୍ଟୋନି । ଅଧିକ ପଢନ୍ତୁ

ak antonys son quits congress
ହାତ ଛାଡିଲେ କଂଗ୍ରେସ ନେତା ଏକ ଅଣ୍ଟୋନିଙ୍କ ପୁଅ ଅନିଲ
author img

By

Published : Jan 25, 2023, 12:12 PM IST

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ କେରଳ କଂଗ୍ରେସକୁ ବଡ ଝଟକା ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି କଂଗ୍ରେସ ଛାଡ଼ିଛନ୍ତି । କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଅନୀଲ ।

  • I have resigned from my roles in @incindia @INCKerala.Intolerant calls to retract a tweet,by those fighting for free speech.I refused. @facebook wall of hate/abuses by ones supporting a trek to promote love! Hypocrisy thy name is! Life goes on. Redacted resignation letter below. pic.twitter.com/0i8QpNIoXW

    — Anil K Antony (@anilkantony) January 25, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ଦଙ୍ଗାକୁ ନେଇ ଆସିଥିବା ଡକ୍ୟୁମେଣ୍ଟାରୀ ଘମାସନ ମଧ୍ୟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଅନିଲ । ବିବିସର ବିବାଦୀୟ ଡକ୍ୟୁମେଣ୍ଟାରିର ବିରୋଧରେ ଥିଲେ ଅନିଲ । ନେତୃତ୍ବ ପାଖାପାଖି ଚାଟୁକାରୀଙ୍କ ମେଳି ହୋଇଛି । ଚାଟୁକାରିତା ଏବେ ଯୋଗ୍ୟତାର ମାପଦଣ୍ଡ ହୋଇଥିବା କହିଛନ୍ତି ଅନୀଲ ଆଣ୍ଟୋନି । ଅନୀଲ ତାଙ୍କ ଟ୍ବିଟରେ ଇସ୍ତଫା ନେଇ ସୂଚନା ଦେଇଛନ୍ତି । ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ସେ ଇସ୍ତଫା ଦେଇଛନ୍ତି । ମାତ୍ର ତାଙ୍କ ପିତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଅଣ୍ଟୋନୀ ଏହାକୁ ଅସ୍ବୀକାର କରିଛନ୍ତି । ଏ ମାମଲାରେ ସେ ତାଙ୍କ ଦଳ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୋଭାବରୁ ଅଲଗା ରାୟ ଦେଇ ଅନୀଲ ଆଣ୍ଟୋନି ଟ୍ବିଟରେ ଲେଖିଛନ୍ତି, ବ୍ରିଟଶ ବ୍ରୋଡକାଷ୍ଟର ବିଚାରରେ ଭାରତୀୟ ସଂସ୍ଥା ଉପରେ ଅଗ୍ରାଧିକାର ଦେବା ଦେଶର ସାର୍ବଭୌମତାକୁ ଦୁର୍ବଳ କରିବ । ବିବିସି ଡକ୍ୟୁମେଣ୍ଟାରୀ ସମ୍ପର୍କରେ ଅନୀଲ କରିଥିବା ଟ୍ବିଟକୁ ହଟାଇବା ପାଇଁ ଫୋନ୍‌ ପାଇବା ପରେ କଂଗ୍ରେସରୁ ଇସ୍ତାଫା ଦେଇଛନ୍ତି । ସେ କହିଛନ୍ତି ଏହା ମୋ ପାଇଁ ଅସହିଷ୍ଣୁ । ବିବିସିକୁ ନେଇ ଅନୀଲ କରିଥିବା ଟ୍ବିଟକୁ ହଟାଇବା ପାଇଁ ତାଙ୍କ ଉପରେ ଚାପ ପଡିଥିଲା ।

ଏହା ବି ପଢନ୍ତୁ...ପଦ୍ମ ଛାଡ଼ିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ

କେରଳ କଂଗ୍ରେସର ଅଲଗାଅଲଗା ଶାଖାରେ ବିବିସି ଡକ୍ୟୁମେଣ୍ଟାରୀ ପ୍ରସାରଣ କରିବାକୁ ଘୋଷଣା ହୋଇଥିଲା । ଅନୀଲ ବିବିସିକୁ ନେଇ ଟ୍ବିଟ କରିଥିଲେ ଯାହାକୁ ନେଇ କଂଗ୍ରେସରେ ଘମାସନ ଆରମ୍ଭ ହୋଇଥିଲା । ଅନୀଲ କହିଥିଲେ ବିବିସି ଏକ ସରକାରଙ୍କ ପ୍ରାୟୋଜିତ ଚ୍ୟାନେଲ । ବିବିସି ଓ ବ୍ରିଟେନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଜ୍ୟାକ ଷ୍ଟ୍ରାଙ୍କ ବିଚାର ଭାରତୀୟ ସଂସ୍ଥାନର ବିଚାରକୁ ଅଧିକ ଗୁରୁତ୍ୱ ଦେବା ବିପଦପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.