ହାଇଦ୍ରାବାଦ: 2024ରେ ଟାଟା ସନ୍ସ ଦ୍ବାରା ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଓ ଅନ୍ୟତମ ଭାରତୀୟ ବଜେଟ ଏୟାର ଲାଇନ୍ସ ଭିସ୍ତାରା ମର୍ଜ (ମିଶିବେ) ହେବାକୁ ଯାଉଛନ୍ତି (Air India to consolidation with Vistara)। ଏନେଇ ଟାଟା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ସରକାରୀ ମାଲିକାନାରୁ ଏୟାର ଇଣ୍ଡିଆ ଏବେ ଟାଟା ସନ୍ସ ଦ୍ବାରା ପରିଚାଳିତ ହେଉଛି । ତେବେ 2024 ରେ ଏହି ଦୁଇ ଏୟାର ଲାଇନ୍ସର ଏକୀକରଣ ହେବାକୁ ଯାଉଥିବା କମ୍ପାନୀ ସୂଚନା ଦେଇଛି ।
-
Tata Group announces the consolidation of its airlines, Vistara and Air India by March 2024. pic.twitter.com/40QW2pBFzQ
— ANI (@ANI) November 29, 2022 " class="align-text-top noRightClick twitterSection" data="
">Tata Group announces the consolidation of its airlines, Vistara and Air India by March 2024. pic.twitter.com/40QW2pBFzQ
— ANI (@ANI) November 29, 2022Tata Group announces the consolidation of its airlines, Vistara and Air India by March 2024. pic.twitter.com/40QW2pBFzQ
— ANI (@ANI) November 29, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ