ETV Bharat / bharat

ହ୍ୟାକ ହେଲା ଓୱେସୀଙ୍କ AIMIMର ଅଫିସିଆଲ ଆକାଉଣ୍ଟ - ଟ୍ବିଟର ଆକାଉଣ୍ଟ

ଅସଦୁଦ୍ଦିନ ଓୱେସୀଙ୍କ ଦଳ AIMIMର ଅଫିସିଆଲ ଆକାଉଣ୍ଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ହ୍ୟାକ ହେଲା ଓୱେସୀଙ୍କ ଦଳ AIMIMର ଅଫିସିଆଲ ଆକାଉଣ୍ଟ

author img

By

Published : Jul 18, 2021, 7:11 PM IST

ହାଇଦ୍ରବାଦ: ଅସଦୁଦ୍ଦିନ ଓୱେସୀଙ୍କ ଦଳ ବା ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦ-ଉଲ ମୁସ୍ଲିମିନ(AIMIM)ର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ ହୋଇଛି । ହ୍ୟାକର୍ସମାନେ ଦଳର ନାମ ପରିବର୍ତ୍ତେ ଏଲନ ମସ୍କ ନାମ ଲେଖିଥିବା ସୂଚନା ମିଳିଛି ।

ହ୍ୟାକ ହେଲା ଓୱେସୀଙ୍କ ଦଳ AIMIMର ଅଫିସିଆଲ ଆକାଉଣ୍ଟ
ହ୍ୟାକ ହେଲା ଓୱେସୀଙ୍କ ଦଳ AIMIMର ଅଫିସିଆଲ ଆକାଉଣ୍ଟ

ଟ୍ବିଟର ଆକାଉଣ୍ଟରେ ଦଳ ସଙ୍କେତ ଥିବା ସ୍ଥାନ ଓୱେସୀଙ୍କ ଫଟୋକୁ ହଟାଇଛନ୍ତି ହ୍ୟାକର୍ସ । ପ୍ରୋଫାଇଲ ଫଟୋରେ ରହିଛି ଏଲନ ମସ୍କଙ୍କ ଫଟୋ । ପୂର୍ବରୁ AIMIM ଲେଖାଥିବା ସ୍ଥାନରେ ରହିଛି ଏଲନ ମସ୍କଙ୍କ ନାମ । ଏଭଳି ଘଟଣା ଘଟିବା ପରେ ଦଳର ନେତାମାନେ ଟ୍ବିଟର ଆକାଉଣ୍ଟକୁ ଦେଖି ବିଚଳିତ ହୋଇପଡିଥିବା ସୂଚନା ମିଳିଛି ।

ଏଲନ୍ ମସ୍କ ହେଉଛନ୍ତି ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିବା ଦୁନିଆର ଦ୍ବିତୀୟ ଧନୀ ବ୍ୟକ୍ତି । ସେ SpaceX ଏବଂ Tesla ପରି କମ୍ପାନୀଗୁଡିକର ମାଲିକ ବୋଲି ଜଣାପଡିଛି । ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହୋଇଛି ଟ୍ବିଟର । ଦଳ ତରଫରୁ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସମ୍ପର୍କରେ ଟ୍ବିଟରକୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.