ETV Bharat / bharat

ଜେଲରୁ ମୁକ୍ତ ହେବା ପରେ ମା'ଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏ.ଜି ପେରାରିଭଲନ

author img

By

Published : May 18, 2022, 10:03 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଏ.ଜି ପେରାରିଭଲନ । 31 ବର୍ଷ ପରେ ଜେଲରୁ ମୁକୁଳିଲେ । ଅଧିକ ପଢନ୍ତୁ

ଜେଲରୁ ମୁକ୍ତ ହେବା ପରେ ମାଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ଏ ଜି ପେରାରିଭଲନ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ 31ବର୍ଷ ଜେଲରେ ରହିବା ପରେ ମୁକ୍ତ ହୋଇଛନ୍ତି ଏ.ଜି ପେରାରିଭଲନ । ଆଜି ସେ ଜେଲରୁ ମୁକ୍ତ ହେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନଙ୍କୁ ସାକ୍ଷାତ ସମୟରେ ପେରାରିଭଲନଙ୍କ ସହ ତାଙ୍କ ମା’ ଓ ଅନ୍ୟ କିଛି ପରିବାର ସଦସ୍ୟ ମଧ୍ୟ ସାମିଲ ଥିଲେ ।

  • AG Perarivalan, his mother Arputhammal and other members of their family meet Tamil Nadu CM MK Stalin in Chennai.

    Supreme Court ordered the release of Perarivalan today. He is one of the convicts serving life imprisonment in connection with ex-PM Rajiv Gandhi's assassination. pic.twitter.com/uNk6xfaEW2

    — ANI (@ANI) May 18, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତାଙ୍କୁ ମଧ୍ୟ ତାଙ୍କୁ ସ୍ବାଗତ କରିବା ସହ ଆଲିଙ୍ଗନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଜେ ମଧ୍ୟ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସାକ୍ଷାତକାରର ଏକ ଫଟୋ ମଧ୍ୟ ଟ୍ବିଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସକାଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ସେ ଜେଲରୁ ଘରେ ପହଞ୍ଚିବା ପରେ ତାଙ୍କ ବୃଦ୍ଧା ମା’ ମିଠା ବାଣ୍ଟୁଥିବା ମଧ୍ୟ ନଜର ଆସିଥିଲେ ।

  • மாண்புமிகு முதலமைச்சர் @mkstalin அவர்களை சென்னை விமான நிலையத்தில், பேரறிவாளன் அவர்கள் சந்தித்து தனது விடுதலைக்காக தமிழ்நாடு அரசு மேற்கொண்ட நடவடிக்கைகளுக்கு நன்றி தெரிவித்து வாழ்த்துப் பெற்றார். pic.twitter.com/uSongSaHH3

    — CMOTamilNadu (@CMOTamilnadu) May 18, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.