ମୁମ୍ବାଇ: ବମ୍ବେ ମ୍ୟୁନିସିପାଲ କର୍ପୋରେସନ ବା ବିଏମସି ବିରୋଧରେ ବମ୍ବେ ହାଇକୋର୍ଟରେ ହାଜର ହେଲେ ଅଭିନେତା ସୋନୁ ସୁଦ । ବିଏମସିର ଆବେଦନକୁ ଚାଲେଞ୍ଜ କରି ସୋନୁ ହାଇକୋର୍ଟରେ ଏକ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ଆଜି ଅଭିନେତା ସୋନୁ ସୁଦ ବିଏମସିକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି, ଯାହାର ଶୁଣାଣି ଆସନ୍ତାକାଲି ହେବ । ତେବେ ବେଆଇନ କୋଠା ନିର୍ମାଣ ଅଭିଯୋଗରେ ମୁମ୍ବାଇ ଜୁହୁ ପୋଲିସ ଷ୍ଟେସନରେ ବିଏମସି ଏକ ମାମଲା ରୁଜୁ କରିଥିଲା ।
@ANI