ETV Bharat / bharat

ପୁଣେ ଏୟାରପୋର୍ଟରେ ଅଘଟଣ, ଫାଟିଲା Sukhoi-30 MKI ଟାୟାର

author img

By

Published : Mar 30, 2022, 4:48 PM IST

ପୁଣେ ଏୟାରପୋର୍ଟରେ ଦର୍ଘଟଣା । ବାୟୁସେନାର ଲଢୁଆ ବିମାନ ସୁଖଇ-୩୦ ଏମକେଆଇର ଫାଟିଲା ଟାୟାର । ଅଧିକ ପଢନ୍ତୁ

ପୁଣେ ଏୟାରପୋର୍ଟରେ ଅଘଟଣ: ଫାଟିଲା ସୁଖଇ-୩୦ ଏମକେଆଇର  ଟାୟର

ପୁଣେ: ପୁଣେ ଏୟାରପୋର୍ଟରେ ଦର୍ଘଟଣା । ବାୟୁସେନା ଲଢୁଆ ବିମାନ ସୁଖଇ-୩୦ ଏମକେଆଇର ଫାଟିଲା ଟାୟାର । ଅବତରଣ କଲା ବେଳେ ଫାଟିଯାଇଥିଲା ଟାୟର । ମାତ୍ର ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ତେବେ ଆଜି ପୁଣେ ଏୟାରପୋର୍ଟ ବାୟୁସେନାର ଲଢୁଆ ବିମାନ ସୁଖଇ-୩୦ ଏମକେଆଇ ଲ୍ୟାଣ୍ଡି କରୁଥିବା ବେଳେ ରନୱେରେ ଟାୟାର ଫାଟିଯିବା ପରେ କିଛି ସମୟ ପର୍ଯ୍ୟନ୍ତ ରନୱେ ବନ୍ଦ ରହିଥିଲା । ରନେୱେକୁ ବାୟୁସେନା କର୍ମଚାରୀ ସଫା କରିବା ପରେ ପୁଣି ରନୱେ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିଲା । ଏନେଇ ବାୟୁସେନା ବରିଷ୍ଠ ଅଧିକାରୀ ଏହି ସୂଚାନ ପ୍ରଦାନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.