ETV Bharat / bharat

ମା’ ସହ ରଖିଥିଲେ ଅନୈତିକ ସମ୍ପର୍କ, ଯୌନାଙ୍ଗ କାଟିଦେଲା ଝିଅ - ମାଆ ସହ ଅନୈତିକ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଯୌନାଙ୍କ କାଟିଦେଲା ଝିଅ

ମାଆ ସହ ଅନୈତିକ ସମ୍ପର୍କ ରଖିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଯୌନାଙ୍ଗ କାଟିଦେଲେ ଯୁବତୀ । ଅଧିକ ପଢନ୍ତୁ

ମାଆ ସହ ଅନୈତିକ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଯୌନାଙ୍କ କାଟିଦେଲା ଝିଅ

author img

By

Published : May 4, 2022, 8:18 AM IST

ଅମରାବତୀ: ପୁରୁଷଙ୍କ ଯୌନାଙ୍ଗ କାଟିଦେଲେ ଯୁବତୀ । ମାଆ ସହ ଅନୈତିକ ସମ୍ପର୍କ ରଖିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଯୌନାଙ୍ଗ କାଟିଦେଇଥିବା ସୂଚନା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।

ରାମଚନ୍ଦ୍ର ନାମକ ଜଣେ ବ୍ୟକ୍ତି ଦୁଇ ବର୍ଷ ତଳେ ଗୁଣ୍ଟୁର ଆସିଥିଲେ । ସନ୍ଧ୍ୟା ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରକୀୟା ପ୍ରୀତି ସ୍ଥାପନ ହୋଇଥିଲା । କିନ୍ତୁ ସନ୍ଧ୍ୟାଙ୍କର ଅନ୍ୟ ଏକ ବ୍ୟକ୍ତିଙ୍କ ସହ ମଧ୍ୟ ସମ୍ପର୍କ ଥିଲା । ଏହି ସମୟରେ ରାମଚନ୍ଦ୍ର ଆସି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅନ୍ୟଜଣେ ପୁରୁଷ ସହ ଦେଖି ରାଗି ଯାଇଥିଲେ । ଏଥିସହ ଘଟଣାସ୍ଥଳରେ ମଧ୍ୟ ଝଗଡା ହୋଇଥିଲା । ଏହାରି ମଧ୍ୟରେ ହଠାତ୍ ସନ୍ଧ୍ୟାଙ୍କ ଝିଅ ରାଗିଯାଇ ରାମଚନ୍ଦ୍ରଙ୍କ ଯୌନାଙ୍ଗ କାଟି ଦେଇଥିବା ଜଣାପଡିଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.