ETV Bharat / bharat

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

7PM TOP NEWS
ବର୍ତ୍ତମାନର ବଡ ଖବର
author img

By

Published : Aug 19, 2022, 7:26 PM IST

1.ଗଭୀର ଅବପାତର ରୂପ ନେଲା ଅବପାତ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଲା ଅବପାତ । ଏହା ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

2.ଲଘୁଚାପ ତୀବ୍ର ଅବପାତ ରୂପ ନେବ, ବାତ୍ୟା ବୋଲି କୁହାଯିବ ନାହିଁ କହିଲେ SRC

ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ଆଗାମୀ 7ରୁ8 ଘଣ୍ଟା ଭିତରେ ସ୍ଥଳଭାଗ ଛୁଇଁବ । ବାତ୍ୟା ଆଶଙ୍କା ନାହିଁ, ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି

3.Weather Update: ଗଭୀର ଅବପାତ ନେଇ IMD ଡିଜିଙ୍କ ପ୍ରତିକ୍ରିୟା

ରାଜ୍ୟବାସୀଙ୍କୁ ବନ୍ୟା ବେହାଲ କରିଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ (Low Pressure ) । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଶୁଣନ୍ତୁ କଣ କହୁଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

4.Janmashtami 2022, ୨୫ ଲକ୍ଷ ମୂଲ୍ୟର ପାଲିଙ୍କିରେ ଝୁଲିବେ ନନ୍ଦଲାଲା

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗୁଜୁରାଟ ଭଦୋଦରା ଉତ୍ସବମୁଖର । ସ୍ଥାନୀୟ ଏକ ମନ୍ଦିରରେ ୨୫ ଲକ୍ଷ ମୂଲ୍ୟର ସୁନାରୂପା ପାଲିଙ୍କି ନିର୍ମାଣ ହୋଇଛି ।

5.Ayodhya Deepotsav 2022, ୧୪ ଲକ୍ଷ ଦୀପରେ ଝଲସିବ ସହର

ଷଷ୍ଠ ତମ ଅଯୋଧ୍ୟା ଦୀପୋତ୍ସବରେ ଜଳିବ ୧୪ ଲକ୍ଷରୁ ଊର୍ଦ୍ଧ୍ବ ଦୀପ । ଏପରି କରି ପ୍ରଶାସନ ବିଶ୍ବରେକର୍ଡ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ।

6.Kailash Vijayvargiya Comments, ବିଦେଶୀ ଝିଅ ବୟଫେଣ୍ଡ ବଦଳାଇବା ପରି ସହଯୋଗୀ ବଦଳାଉଛନ୍ତି ନୀତିଶ

ପୁଣି ଥରେ ବିଜେପି ନେତାଙ୍କ ଟାର୍ଗେଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପଢନ୍ତୁ କଣ କହିଲେ ବିଜେପି ନେତା କୈଳାସ ବିଜୟବର୍ଗୀୟ ।

7.ମାଆ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ଉଠିଲା ମାଟି, ଆସନ୍ତାକାଲିଠୁ ନିର୍ମାଣ କାମ ଆରମ୍ଭ

ଶାରଦୀୟ ଦୁର୍ଗା ପୂଜା ପାଇଁ ମା ଦୁର୍ଗାଙ୍କ ମାଟି କଟକରେ ଅନୁକୂଳ କରାଯାଇଛି । ଆସନ୍ତାକାଲିଠୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

8.ପ୍ରାଣୀଧନ ଚିକିତ୍ସା ଓ ଟୀକାକରଣରେ ୟୁଜର୍ସ ଫି ଛାଡ଼

ବନ୍ୟାଯୋଗୁଁ ପ୍ରଭାବିତ ପ୍ରାଣୀସମ୍ପଦର ଚିକିତ୍ସା ଓ ଟୀକାକରଣ ଆଦିକୁ ୟୁଜର୍ସ ଫି ଛାଡ଼ କରିଛନ୍ତି ସରକାର । ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି

9.ପ୍ରୋ ବକ୍ସିଂରେ ବିଜେନ୍ଦରଙ୍କ ଦମଦାର ବିଜୟ

ରାୟପୁର ଠାରେ ଅନୁଷ୍ଠିତ ପ୍ରଫେସନାଲ ବକ୍ସିଂ ଇଭେଣ୍ଟ ଦି ଜଙ୍ଗଲ ରୁମ୍ବେଲରେ ଘାନାର ଇଲିଆସୁ ସୁଲେକୁ ନକ ଆଉଟ କରି ବିଜେତା ବନିଛନ୍ତି ବିଜେନ୍ଦର ସିଂହ

10.ଲଡୁ ଗୋପାଳ ବେଶରେ ଭାରତୀଙ୍କ ପୁଅ ଗୋଲା, ଭିଡ଼ିଓ ଭାଇରାଲ

ଭାରତୀ ସିଂ ତାଙ୍କ ପୁଅ ଲକ୍ଷ୍ୟ ବା ଗୋଲାର ଏକ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.