ETV Bharat / bharat

ବୁଦଗାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ପୋଲିସ କର୍ମୀ ଆହତ

author img

By

Published : Apr 17, 2022, 4:56 PM IST

କଶ୍ମୀରରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । 6 ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ

clashesବୁଦଗାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ପୋଲିସ କର୍ମୀ ଆହତ  in J&Ks Budgam
ବୁଦଗାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ପୋଲିସ କର୍ମୀ ଆହତ

ଶ୍ରୀନଗର: କଶ୍ମୀରର ବୁଦଗାମରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଯାଇଥିବା ସଂଘର୍ଷରେ 6 ପୋଲିସ କର୍ମୀ ଆହତ ହୋଇଛନ୍ତି । ବୁଧଗାମ ଜିଲ୍ଲାର ବିରହ୍ବା ତହସିଲ ଅନ୍ତର୍ଗତ ଆରଓ୍ବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ରୋକିବାକୁ ପୋଲିସ ଚେଷ୍ଟା କରୁଥିବାବେଳେ ପରସ୍ପରକୁ ପଥର ମାଡ କରିଥିଲେ ଉଭୟ ପକ୍ଷ । ଫଳରେ 6 ପୋଲିସ ଆହତ ହୋଇଛନ୍ତି ।

ସମସ୍ତ ଆହତ ପୋଲିସ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେହି ଗୁରୁତର ନଥିବା ମଧ୍ୟ ସୂଚନା ମିଳିଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.