ETV Bharat / bharat

ତାଉତେ ତାଣ୍ଡବ, ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 45କୁ ବୃଦ୍ଧି

author img

By

Published : May 19, 2021, 2:45 PM IST

ପ୍ରଳୟଙ୍କରୀ ତାଣ୍ଡବ ରଚିଲା ବାତ୍ୟା ତାଉତେ । ଖାସ୍‌ କରି ଗୁଜୁରାଟ , ମହାରାଷ୍ଟ୍ର, ଗୋଆ ସହ କର୍ଣ୍ଣାଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗୁଜୁରାଟରୁ ମିଳିଥିବା ସବିଶେଷ ସୂଚନା ଅନୁଯାୟୀ, ବାତ୍ୟା ତାଉତେ ଯୋଗୁଁ ଏଠାରେ ମୃତ୍ୟୁସଂଖ୍ୟା 45କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ତାଉତେ ତାଣ୍ଡବ, ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 45କୁ ବୃଦ୍ଧି
ତାଉତେ ତାଣ୍ଡବ, ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 45କୁ ବୃଦ୍ଧି

ଗାନ୍ଧୀନଗର: ପ୍ରଳୟଙ୍କରୀ ତାଣ୍ଡବ ରଚିଲା ବାତ୍ୟା ତାଉତେ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଛି । ଖାସ୍‌ କରି ଗୁଜୁରାଟ , ମହାରାଷ୍ଟ୍ର, ଗୋଆ ସହ କର୍ଣ୍ଣାଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ସାମୁଦ୍ରିକ ଝଡ଼ ତାଉତେ ତାଣ୍ଡବ ରଚିବା ସହ ଅନେକ ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛକୁ ଉପାଡ଼ି ଦେଇଥିବାବେଳେ ଅନେକଙ୍କ ପ୍ରାଣ ମଧ୍ୟ ନେଇଛି ଏହି ବାତ୍ୟା ।

ଗୁଜୁରାଟରୁ ମିଳିଥିବା ସବିଶେଷ ସୂଚନା ଅନୁଯାୟୀ, ବାତ୍ୟା ତାଉତେ ଯୋଗୁଁ ଏଠାରେ ମୃତ୍ୟୁସଂଖ୍ୟା 45କୁ ବୃଦ୍ଧି ପାଇଛି । ତେବେ ଆମ୍ରେଲିରେ 15 ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଏହାର ପ୍ରଭାବରେ ଦୁଇଟି ପ୍ରମୁଖ ସହରର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କ୍ଷତି ପହଞ୍ଚାଇଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ବିମାନ ସର୍ଭେ କରିବେ ଏବଂ ଏହାଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.