ETV Bharat / bharat

INDIA CORONA: ଦିନକରେ ୪୧,୩୮୩ ପଜିଟିଭ, ୫୦୭ ମୃତ - କୋରୋନା

ଦେଶରେ ୨୪ଘଣ୍ଟା ମଧ୍ୟରେ ୪୧ ହଜାର ୩୮୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

INDIA CORONA: ଦିନକରେ ୪୧, ୩୮୩ ଆକ୍ରାନ୍ତ ଚିହ୍ନଟ, ୫୦୭ ମୃତ

author img

By

Published : Jul 22, 2021, 9:45 AM IST

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣୀ ମହାମାରୀ କୋରୋନା । ଗତକାଲି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ପାର କରିଥିବା ବେଳେ ଆଜି ମଧ୍ୟ ଏହା ୪୦ ହଜାର ପାର କରିଛି । ଆଜି ଦେଶରେ ୨୪ଘଣ୍ଟା ମଧ୍ୟରେ ୪୧ ହଜାର ୩୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ୫୦୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା କିନ୍ତୁ କମିଛି । ଦେଶରେ ୨୪ ଘଣ୍ଟାରେ ୩୮ ହଜାର ୬୫୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୩କୋଟି ୪ଲକ୍ଷ ୨୯ ହଜାର ୩୩୯ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.