ETV Bharat / bharat

INDIA CORONA: ଦିନକରେ ୪୦,୧୩୪ ଆକ୍ରାନ୍ତ ଚିହ୍ନଟ, ୪୨୨ ମୃତ - କୋରୋନା ଆକ୍ରାନ୍ତ

ଗତ ୨୪ ଘଣ୍ଟାରେ ଦେଶରୁ ୪୦ ହଜାର ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଦେଶରେ ୪୨୨ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ...

NDIA CORONA:  ଦିନକରେ ୪୦, ୧୩୪ ଆକ୍ରାନ୍ତ ଚିହ୍ନଟ, ୪୨୨ ମୃତ

author img

By

Published : Aug 2, 2021, 10:03 AM IST

ନୂଆଦିଲ୍ଲୀ: ଦେଶରେ ଏବେ ଧିରେ ଧିରେ ପୁଣି ଉପରମୁହାଁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ୪୦ ହଜାର ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୬ ଲକ୍ଷ ୯୫ ହଜାର ୯୫୮ରେ ପହଞ୍ଚିଛି ।

ସେହିପରି ଆଜି ଦେଶରେ ୪୨୨ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୪ ହଜାର ୭୭୩ରେ ପହଞ୍ଚିଛି । ଏଥିସହ ୨୪ ଘଣ୍ଟାରେ ଦେଶରେ ୩୬ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୮ଲକ୍ଷ ୫୭ ହଜାର ୪୬୭ରେ ପହଞ୍ଚିଛି ।

ବର୍ତ୍ତମାନ ଦେଶରେ ୪ ଲକ୍ଷ ୧୩ ହଜାର ୭୧୮ଟି ଆକ୍ଟିଭ କେଶ କହିଥିବା ବେଳେ ୪୭ କୋଟି ୨୨ଲକ୍ଷ ୨୩ହଜାର ୬୩୯ ଟୀକାକରଣ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.