ETV Bharat / bharat

Earthquake: ମିଜୋରାମରେ ୪.୨ ତୀବ୍ରତାର ଭୂମିକମ୍ପ - ମିଜୋରମରେ ଭୂମିକମ୍ପ

ମିଜୋରାମର ଚମ୍ପାଇରେ ୪.୨ ତୀବ୍ରତାର ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା । ଅଧିକ ପଢନ୍ତୁ

Earthquake: ମିଜୋରାମରେ ୪.୨ ତୀବ୍ରତାର ଭୂମିକମ୍ପ

author img

By

Published : Dec 17, 2021, 8:47 AM IST

ଐଜ୍ବଲ: ମିଜୋରାମରେ ଭୂମିକମ୍ପ (Earthquake in Mizoram) ଝଟକା । ମିଜୋରାମର ଚମ୍ପାଇରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା ଦିଆଯାଇଛି । ଏହାର ଗଭୀରତା ୬୦ କିଲୋମିଟର ହୋଇଥିବା ବେଳେ ଗତକାଲି ରାତି ପ୍ରାୟ ୧ଟା ୪୩ ମିନିଟରେ ଅନୁଭୂତ ହୋଇଥିଲା ।

ଏହାର ଦ୍ରାଘିମା ୨୩.୧୪ ହୋଇଥିବା ବେଳେ ଅକ୍ଷାଂଶ ୯୩.୭୬ ରେକର୍ଡ କରାଯାଇଥିବା ବେଳେ ଚମ୍ପାଇର ଦକ୍ଷିଣ-ପୂର୍ବ ଦିଗରେ ଅନୁଭୂତ ହୋଇଥିଲା । ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ଡିସେମ୍ବର ୧୧ରେ ଐଜ୍ବଲରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.