ETV Bharat / bharat

ଅକ୍ସିଜେନ ଅଭାବରୁ 4 ରୋଗୀ ମୃତ, ଉତ୍ତେଜନା ଭୟରେ ହସ୍ପିଟାଲ ଛାଡିଲେ କର୍ମଚାରୀ

author img

By

Published : Apr 28, 2021, 11:26 AM IST

ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 4 କୋରୋନା ରୋଗୀ । ଉତ୍ତେଜନା ଭୟରେ ହସପିଟାଲ କର୍ମଚାରୀମାନେ ରୋଗୀଙ୍କୁ ଛାଡି ପଳାଇଲେେ । ଅଧିକ ପଢନ୍ତୁ...

4 COVID patients died due to lack of oxygen in a private hospital of jaipur
ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 4 ରୋଗୀ

ଜୟପୁର: ଦେଶରେ ସଂକ୍ରଣର ଦ୍ବିତୀୟ ଲହର ଅତି ଭୟଙ୍କର ରହିଛି । ଏହାରି ମଧ୍ୟରେ ବିଭିନ୍ନ ହସପିଟାଲରେ ଅକ୍ସିଜେନର ଅଭାବ ଲାଗି ରହିଛି । ରାଜସ୍ଥାନର କଲଓ୍ବାଡା ଥାନା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର । ଅକ୍ସିଜେନ ଅଭାବରୁ ଏକ ଘରୋଇ ହସପିଟାଲରେ 4 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

ସେପଟେ, ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଯେଉଁ 4 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେପଟେ,2 ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଭୟରେ ହସପିଟାଲ କର୍ମଚାରୀମାନେ ରୋଗୀଙ୍କୁ ଛାଡି ପଳାଇଥିଲେ। କିନ୍ତୁ ପୋଲିସ ପହଞ୍ଚିବା ପରେ ଆଉ 2 ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.