ETV Bharat / bharat

ତଳମୁହାଁ କୋରୋନା ଗ୍ରାଫ, ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥତା ଅଧିକ

author img

By

Published : Jun 29, 2021, 10:47 AM IST

କାମ ଦେଉଛି ଲକଡାଉନ, ସଟଡାଉନ । ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ କୋରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରୁଛନ୍ତି । ଅଧିକ ପଢନ୍ତୁ...

ତଳମୁହାଁ କୋରୋନା ଗ୍ରାଫ, ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ

ନୂଆଦିଲ୍ଲୀ: କାମ ଦେଉଛି ଲକଡାଉନ, ସଟଡାଉନ । ଧିରେ ଧିରେ କମୁଛି ସଂକ୍ରମଣ । ଲଗାତାର ଗତ କିଛିଦିନ ହେବ ଦେଶରେ କୋରୋନା ସଂକ୍ରମଣ ତଳମୁହାଁ ରହିଛି । କୋରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଆତଙ୍କିତ ଅବସ୍ଥାରେ ରଖି ଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଛି ଆଶ୍ୱସ୍ଥିକର ଖବର । ଗତ 24 ଘଣ୍ଟାରେ ଦେଶରୁ ମୋଟ 37 ହଜାର 566 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

  • " class="align-text-top noRightClick twitterSection" data="">

ସେହିପରି ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥହୋଇ ଘରକୁ ଫେରିଛନ୍ତି । 56 ହଜାର 994 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରୁ 3 ଲକ୍ଷ 97 ହଜାର 637 ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ । ମହାମାରୀ ସଂକ୍ରମଣରେ 3 କୋଟି 3 ଲକ୍ଷ 16 ହଜାର 897 ଜଣ ଆକ୍ରାନ୍ତ ହୋଇ ଥିବାବେଳେ 2 କୋଟି 93 ଲକ୍ଷ 66 ହଜାର 601 ଜଣ ସୁସ୍ଥହୋଇ ଘରକୁ ଫେରିଥଛନ୍ତି । ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦେଶର ବିଭିନ୍ନ ହସ୍ପିଟାଲରେ 5 ଲକ୍ଷ 52 ହଜାର 659 କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.