ETV Bharat / bharat

ଦେଶରେ ଦିନକରେ 3.62 ଲକ୍ଷ କୋରୋନା ଆକ୍ରାନ୍ତ ଚିହ୍ନଟ, 4120 ମୃତ

author img

By

Published : May 13, 2021, 9:56 AM IST

ଦିନକରେ ଦେଶରୁ 3 ଲକ୍ଷ 62 ହଜାର 727 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଯାଇଛି 4120 ଜୀବନ । ଅଧିକ ପଢନ୍ତୁ...

ଦିନକରେ ଦେଶରୁ 3,62,727 କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଉପର ମୁହାଁ ହେଉଛି କୋରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 3 ଲକ୍ଷ 62 ହଜାର 727 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ 4120 ଜଣଙ୍କ କୋରୋନା ସଂକ୍ରମଣରେ ଜୀବନ ଯାଇଛି । ଅନ୍ୟପଟେ ଦେଶରୁ ମଧ୍ୟ ଦିନକରେ 3 ଲକ୍ଷ 52 ହଜାର 181 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 2 କୋଟି 37 ଲକ୍ଷ 3 ହଜାର 655 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 1 କୋଟି 97 ଲକ୍ଷ 34 ହଜାର 823 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏପର୍ଯ୍ୟନ୍ତ 2 ଲକ୍ଷ 58 ହଜାର 317 ଜଣଙ୍କ କୋରୋନା କବଳରେ ପ୍ରାଣହାନୀ ଘଟିଛି ଏବଂ 37 ଲକ୍ଷ 10 ହଜାର 525 ଜଣ ଚିକିତ୍ସାଧୀନ ଅଛନ୍ତି । ଦେଶର ମୋଟ 17 କୋଟି 72 ଲକ୍ଷ 14 ହଜାର 256 ଟୀକାକରଣ କରିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.