ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ଅଚ୍ୟୁତପୁରମ ଅଞ୍ଚଳରେ ଅଘଟଣ । ପରସ ଲାବୋରଟାରୀରେ ଗ୍ୟାସ୍ ଲିକ୍ ହୋଇ ୩୦ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଛନ୍ତି । ବର୍ତ୍ତମାନ ସମସ୍ତ ୩୦ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଲାବୋରଟାରୀରୁ ଆମୋନିୟମ ଗ୍ୟାସ୍ ଲିକ୍ ପରେ ଶ୍ରମିକମାନେ ଅସୁସ୍ଥ ହୋଇ ପଡ଼ିଥିବା ନେଇ ସନ୍ଦେହ କରାଯାଇଛି । ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବିଶାଖାପାଟନମ ଲାବୋରଟାରୀରେ ଗ୍ୟାସ୍ ଲିକ୍, ୩୦ ଶ୍ରମିକ ଅସୁସ୍ଥ
ଆନ୍ଧ୍ର ପ୍ରଦେଶର ଅଚ୍ୟୁତପୁରମରେ ଅଘଟଣ । ପରସ ଲାବୋରଟାରୀରେ ଗ୍ୟାସ୍ ଲିକ୍ ହୋଇ ୩୦ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ
ଲାବୋରଟାରୀରେ ଗ୍ୟାସ୍ ଲିକ୍, ୩୦ ଶ୍ରମିକ ଅସୁସ୍ଥ