ETV Bharat / bharat

ବୋରଓ୍ବେଲରେ ପଡି ୩ ବର୍ଷର ଶିଶୁକନ୍ୟା ମୃତ

author img

By

Published : Aug 8, 2021, 12:24 PM IST

ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ବୋରୱେଲରେ ପଡ଼ି ୩ବର୍ଷର ଶିଶୁକନ୍ୟାର ମୃତ । ଅଧିକ ପଢନ୍ତୁ...

ବୋରଓ୍ବେଲରେ ପଡି ୩ ବର୍ଷର ଶିଶୁକନ୍ୟା ମୃତ
ବୋରଓ୍ବେଲରେ ପଡି ୩ ବର୍ଷର ଶିଶୁକନ୍ୟା ମୃତ

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ଅଘଟଣ । ଏକ ବୋରୱେଲରେ ପଡ଼ି ୩ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଜୋଖେଡି ଗାଁରେ ଶିଶୁଟି ଖେଳୁଥିବା ସମୟରେ ଅସାବଧାନତା ହେତୁ ବୋରଓ୍ବେଲରେ ଖସିପଡିଥିବା ଭେରୁଗର ପୋଲିସ ଷ୍ଟେସନ ଇନଚାର୍ଜ ପ୍ରବୀଣ ପାଠକ କହିଛନ୍ତି।

ବୋରଓ୍ବେଲ ଗଭୀରତା ୧୦ରୁ୧୨ ଫୁଟ ହେବ ବୋଲି କୁହାଯାଉଛି । ତେବେ ଶିଶୁଟି ବୋରଓ୍ବେଲରେ ଖସିପଡିବା ପରେ ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପୂର୍ବରୁ ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସର ତଦନ୍ତ ପରେ ବୋରଓ୍ବେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରବୀଣ ପାଠକ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.