ETV Bharat / bharat

ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 27071 ସଂକ୍ରମିତ

author img

By

Published : Dec 14, 2020, 10:04 AM IST

Updated : Dec 14, 2020, 10:13 AM IST

ସମଗ୍ର ବିଶ୍ବରେ ଆମେରିକା ପରେ କୋରୋନା ସଂକ୍ରମଣରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଯେଉଁଠି ଆଉ ଅଳ୍ପ ଦିନ ପରେ କୋଟିଏ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 27071 ସଂକ୍ରମିତ
ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 27071 ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କୋଟିଏ ଅଭିମୁଖେ କୋରୋନା ପଜିଟିଭ ସଂଖ୍ୟା । ଅନେକ ଦିନ ପରେ ପ୍ରଥମ ଥର ପାଇଁ 30 ହଜାରରୁ କମ ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି। ଗତ 24 ଘଣ୍ଟାରେ 27 ହଜାର 071 ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, 336 ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ରବିବାରର ମୋଟ ସଂକ୍ରମଣ ରିପୋର୍ଟକୁ ମିଶାଇ 98 ଲକ୍ଷ 84 ହଜାର 100ରେ ପହଞ୍ଚିଛି ସଂକ୍ରମଣ। ଏଥିରେ ସର୍ବମୋଟ 1 ଲକ୍ଷ 43 ହଜାର 355 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 93 ଲକ୍ଷ 88 ହଜାର 159 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 3 ଲକ୍ଷ 52 ହଜାର 586 ଜଣ ଚିକିତ୍ସାଧୀନ ଅଛନ୍ତି।

Last Updated : Dec 14, 2020, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.