ETV Bharat / bharat

ଦେଶରେ 24 ଘଣ୍ଟାରେ 16,946 ଆକ୍ରାନ୍ତ ଚିହ୍ନଟ, 198 ମୃତ

ନୂଆ ଅପଡେଟ ସହ ଦେଶରେ 1 କୋଟି 5 ଲକ୍ଷ 12 ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । କମୁଛି ମୃତ୍ୟୁ ସଂଖ୍ୟା। ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 16,946 କୋରୋନା ପଜିଟିଭ ଚିହ୍ନଟ, 198 ମୃତ

author img

By

Published : Jan 14, 2021, 10:50 AM IST

ନୂଆଦିଲ୍ଲୀ: ଦେଶରେ 1 କୋଟି 5 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ତେବେ ଗତ ଦିନ ମାନଙ୍କ ଅପେକ୍ଷା ଏବେ ବହୁ କମ ପରିମାଣରେ ଆସୁଛି କୋରୋନା ପଜିଟିଭ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଗତ 24 ଘଣ୍ଟାରେ 16 ହଜାର 946ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, 198 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ 1 କୋଟି 5 ଲକ୍ଷ 12 ହଜାର 093ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା।

ସେହିପରି ଗୋଟିଏ ଦିନରେ 17 ହଜାର 652 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ 1 କୋଟି 1 ଲକ୍ଷ 46 ହଜାର 763ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା। ଏଥିରେ ମୋଟ 1 ଲକ୍ଷ 51 ହଜାର 727 ଜଣଙ୍କର ଜୀବନ ଯାଇଛି । 2 ଲକ୍ଷ 13 ହଜାର 603 ଜଣ ବର୍ତ୍ତମାନ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.