ETV Bharat / bharat

24 ଘଣ୍ଟାରେ ଦେଶରେ 14,989 ନୂଆ ଆକ୍ରାନ୍ତ ଚିହ୍ନଟ, 98 ମୃତ

କିଛି ଦିନର ଆଶ୍ବସ୍ତି ପରେ ଏବେ ପୁଣି କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟଭିତ ଲୋକେ । ଗତ 24 ଘଣ୍ଟା ମଧ୍ୟରେ 14,989 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 98 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ 14,989 ନୂଆ ଆକ୍ରାନ୍ତ ଚିହ୍ନଟ, 98 ମୃତ

author img

By

Published : Mar 3, 2021, 10:42 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଗତ ଦିନ ଅପେକ୍ଷା ଏବେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା।। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 14,989 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 98 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ମୋଟ ପଜିଟିଭ ସଂଖ୍ୟା 1 କୋଟି 11 ଲକ୍ଷ 39 ହଜାର 516କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 1 ଲକ୍ଷ 57 ହଜାର 346କୁ ବୃଦ୍ଧି ପାଇଛି ।

ସେହିପରି ଗୋଟିଏ ଦିନରେ 13 ହଜାର 123 ଜଣ ସୁସ୍ଥ ହୋଇ ମୋଟ ସୁସ୍ଥ ସଂଖ୍ୟା 1 କୋଟି 8 ଲକ୍ଷ 12 ହଜାର 044 ରେ ପହଞ୍ଚିଛି । ବର୍ତ୍ତମାନ ମୋଟ 1 ଲକ୍ଷ 70 ହଜାର 126 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଦେଶରେ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଏଯାବତ 1,56,20,749 ଜଣ ଟିକା ନେଇସାରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.