ETV Bharat / bharat

ଦେଶରେ ଗତ 24 ଘଣ୍ଟାରେ 1,31,968 କୋରୋନା ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ

ଏବେ ଦେଶରେ ଦୈନିକ ସଂକ୍ରମଣ 1 ଲକ୍ଷେ ଉପରେ ରହୁଥିବା ବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 31 ହଜାରରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ ଗତ 24 ଘଣ୍ଟାରେ 1,31,968 କୋରୋନା ପଜିଟିଭ ଚିହ୍ନଟ

author img

By

Published : Apr 9, 2021, 10:37 AM IST

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ ନୂଆ 1 ଲକ୍ଷ 31 ହଜାର 968 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ 780 ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 30 ଲକ୍ଷ 60 ହଜାର 542ରେ ପହଞ୍ଚିଛି । 61 ହଜାର 899 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 19 ଲକ୍ଷ 13 ହଜାର 292ରେ ପହଞ୍ଚିଛି । ଦେଶରେ ଏବେ 9 ଲକ୍ଷ 79 ହଜାର 608 ଜଣ ସକ୍ରିୟ ରହିଛନ୍ତି ।

ଗତ 24 ଘଣ୍ଟାରେ ମୃତ୍ୟୁବରଣ କରିଥିବା 780 ଜଣଙ୍କୁ ମିଶାଇ ମୋଟ ମୃତ୍ୟୁହାର 1 ଲକ୍ଷ 67 ହଜାର 642ରେ ପହଞ୍ଚିଛି । ଏହାରି ମଧ୍ୟରେ ଦେଶରେ ମୋଟ 9 କୋଟି 43 ଲକ୍ଷ 34 ହଜାର 262 ଲୋକଙ୍କୁ କୋରୋନା ଟିକା ଦିଆସରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.