ETV Bharat / bharat

ଦିଲ୍ଲୀରେ ପୁଣି ୧୨ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ

author img

By

Published : Dec 25, 2021, 3:44 PM IST

ଦିଲ୍ଲୀରେ ହୁ ହୁ ହୋଇ ବଢ଼ି ଚାଲିଛି ଓମିକ୍ରନ ଭାରିଏଣ୍ଟଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ୧୨ ଜଣ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢ଼ନ୍ତୁ

12 new omicron cases reported in delhi in last 24 hours
ଦିଲ୍ଲୀରେ ପୁଣି ୧୨ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଆଉ ୧୨ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ । ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବାବେଳେ ଗତ ୨୪ ଘଣ୍ଟାରେ ୧୨ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଦିଲ୍ଲୀରେ ଓମିକ୍ରନ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଓ ଓମିକ୍ରନ ଭାରିଏଣ୍ଟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ୧୨ ଜଣ ନୂଆ ଭାରିଏଣ୍ଟ ଚିହ୍ନଟ ହେବାପରେ ଭାରତରେ ଏଯାଏଁ ମୋଟ ୪୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଲଗାତାର ଭାବରେ କରୋନା ସଂକ୍ରମଣ ସଂଖ୍ୟା ୧୦୦ ପାର ହେଉଥିବାରୁ ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

ଗତ ଶୁକ୍ରବାର ମଧ୍ୟ ଦିଲ୍ଲୀରେ ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଦିନକୁ ଦିନ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓମିକ୍ରନ ମୁକାବିଲା ଦିଲ୍ଲୀ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.