ETV Bharat / bharat

କାଠଗଣ୍ଡିରେ ଚାଲାଣ ହେଉଥିଲା କୋକେନ, କାବୁ କଲା ନାର୍କୋଟିକ୍ସ

author img

By

Published : Apr 21, 2021, 1:32 PM IST

ଥୋଥୁକୁଡିର ଭିଓସି ବନ୍ଦରରେ ଥିବା ଏକ ଜାହାଜରୁ 400କେଜି କୋକେନ (ନିଶା ଦ୍ରବ୍ୟ) ହୋଇଛି । ଅଧିକ ପଢନ୍ତୁ...

400କେଜି କୋକେନ ଜବତ
400କେଜି କୋକେନ ଜବତ

ଚେନ୍ନାଇ: ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟକୁ ସଫଳତା । ମଙ୍ଗଳବାର ଥୋଥୁକୁଡିର ଭିଓସି ବନ୍ଦରରେ ଥିବା ଏକ ଜାହାଜରୁ 400କେଜି କୋକେନ (ନିଶା ଦ୍ରବ୍ୟ) କରିଛି ।

ରେଭିନ୍ୟୁ ଇଣ୍ଟେଲିଜେନ୍ସ ଶ୍ରୀଲଙ୍କା ଦେଇ ଆସିଥିବା ଏକ ଜାହାଜ ଉପରେ ରେଡ କରିଥିଲା । ଜାହାଜର ଲଗସ ଗୁଡିକର ଯାଞ୍ଚ କରିବା ସମୟରେ ସେଥିରୁ ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ନିଶାଦ୍ରବ୍ୟ କୋକେନ ଜବତ କରିଥିଲେ । ସେଗୁଡିକୁ ଜାହାଜରେ ଥିବା କାଠଗଣ୍ଡି ଭିତରରେ ଲୁଚାଯାଇ ରଖାଯାଇଥିଲା ।

400କେଜି କୋକେନକୁ ଭଦ୍ଧାର କରି ଏହାର ତଦନ୍ତ ଆରମ୍ଭ କରିଛି ନାର୍କୋଟିକ ଇଣ୍ଟେଲିଜେନ୍ସ । ଜବତ କୋକେନର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ 1,000ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.