ETV Bharat / snippets

ପାରମ୍ପରିକ ଗଡ଼ ବଜାୟ ରଖିଲେ ନବୀନ, ହିଞ୍ଜିଳିରେ ପୁଣି ଜିତିଲେ

author img

By ETV Bharat Odisha Team

Published : Jun 4, 2024, 8:47 PM IST

Naveen Wins From Hinjli
Naveen Wins From Hinjli (ETV Bharat Odisha)

Naveen wins from hinjli:ବ୍ରହ୍ମପୁର: ହିଞ୍ଜିଳିକାଟୁ ଆସନରେ ନିଜର ଜିତାପଟ୍ଟ ବଜାୟ ରଖିଛନ୍ତି ନବୀନ ପଟ୍ଟନାୟକ । ଏହି ଆସନକୁ ନବୀନଙ୍କ ପାରମ୍ପରିକ ଗଡ଼ ବୋଲି କୁହାଯାଏ । ୪ ହଜାର ୩୯୩ ଭୋଟ ବ୍ୟବଧାନରେ ଏଥର ବି ନବୀନଙ୍କ ବିଜୟ ହୋଇଛି । ନବୀନଙ୍କ ବିପକ୍ଷରେ ବିଜେପିରୁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ଶିଶିର କୁମାର ମିଶ୍ର । ରାଜ୍ୟରେ ବିଜେପି ବଡ଼ ବିଜୟ ହାସଲ କରିଥିବାବେଳେ ଏହି ଆସନରେ କିନ୍ତୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି ।

ଚଳିତ ଜନଦେଶରେ ଦେଖିବାକୁ ମିଳିଛି ବଡ଼ ଧରଣର ପରିବର୍ତ୍ତନ । ରାଜ୍ୟରେ କ୍ଷମତା ବଜାୟ ରଖିଆସୁଥିବା ବିଜୁ ଜନତା ଦଳ ହାତରୁ ଏଥର କ୍ଷମତା ଛଡାଇ ନେଇଛି ବିଜେପି । ଆଉ ରାଜ୍ୟକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.