ETV Bharat / snippets

ସମ୍ବଲପୁରରେ ପ୍ରଣବ, କୋରେଇରେ ସନ୍ଧ୍ୟାରାଣୀ ପଛୁଆ

ସମ୍ବଲପୁରରେ ପ୍ରଣବ, କୋରେଇରେ ସନ୍ଧ୍ୟାରାଣୀ ପଛୁଆ (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 2:56 PM IST

ଭୁବନେଶ୍ବର: ସମୟ ଗଡିବା ସହ ରାଜ୍ୟ ରାଜନୀତିରେ ବଢୁଛି ହଇଚଇ । ବିଜେପି ସପକ୍ଷରେ ବହିଲାଣି ପରିବର୍ତ୍ତନର ହାୱା । ପଛରେ ପଡିଛନ୍ତି ଶାସକ ବିଜୁ ଜନତା ଦଳର ବହୁ ହେଭିୱେଟ । ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମାତ୍ ଦେଉଛନ୍ତି ବିଜେପିର ଧର୍ମେନ୍ଦ୍ର ପ୍ରଧାନ । ପ୍ରଣବ ଧର୍ମେନ୍ଦ୍ରଙ୍କ ଠାରୁ ୮୫ ହଜାରରୁ ଅଧିକ ଭୋଟ ପଛରେ ପଡିଥିବାବେଳେ ସେପଟେ କୋରେଇ ବିଧାନସଭା ଆସନରେ ମଧ୍ୟ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ନିରାଶ ହେବାକୁ ପଡୁଛି । ସାମ୍ପ୍ରତିକ ଟ୍ରେଣ୍ଡ ଅନୁସାରେ, କୋରେଇ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ସନ୍ଧ୍ୟାରାଣୀଙ୍କଠାରୁ ୨୪୦୦ରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.